ଟିପିଏନଓଡିଏଲ ପକ୍ଷରୁ ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର ସ୍ଥାପନ
ବାଲେଶ୍ଵର, ୬/୧ : ଟିପିଏନଓଡ଼ିଏଲ ପକ୍ଷରୁ ସ୍ଥାପନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର । ଉପଭୋକ୍ତାଙ୍କୁ ମିଳିବ ଗୁଣାତ୍ମକ ବିଜୁଳି ସେବା। ଦୂର ହେବ ଲୋ-ଭୋଲ୍ଟେଜ ସମସ୍ଯା। ଜନସାଧାରଣଙ୍କ ପାଇଁ ଲୋ-ଭୋଲ୍ଟେଜ ଏକ ସମସ୍ଯା ହୋଇ ରହି ଆସିଥିବାବେଳେ ସେମାନଙ୍କ ଅଭିଯୋଗ ଥିବାବେଳେ ଏହାର…