ଗୋଦରେଜ ଇଣ୍ଡଷ୍ଟ୍ରିଜ ପକ୍ଷରୁ ରସାୟନର ବ୍ୟବସାୟ ସମ୍ପ୍ରସାରଣ, ୭୫୦ କୋଟି ଟଙ୍କା ନିବେଶ କରାଯିବ
ଭୁବନେଶ୍ୱର: ଗୋଦରେଜ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ରସାୟନ ବ୍ୟବସାୟ ପକ୍ଷରୁ ସମ୍ପ୍ରସାରଣରେ ୭୫୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯିବ। ଆସନ୍ତା କିଛି ବର୍ଷ ମଧ୍ୟରେ ସେହି ନିବେଶ କରାଯିବ। ସେଥିରୁ କେତେକ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇସାରିଛି। କମ୍ପାନିକୁ…