ସୋନି ଇଣ୍ଡିଆ ପକ୍ଷରୁ ଡୁଆଲ ନଏଜ କ୍ୟାନସେଲିଂ ଓ ସ୍ମାର୍ଟ ଏଆଇ ସୁବିଧା ଥିବା ଡବ୍ଲୁଏଫ-ସି୭୧୦ଏନ ଇୟରବଡ ଉନ୍ମୋଚିତ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଡବ୍ଲୁଏଫ-ସି୭୧୦ଏନ ଟ୍ରୁଲି ୱାୟରଲେସ ନଏଜ କ୍ୟାନସେଲିଂ ଇୟରବଡ ଉନ୍ମୋଚନ କରାଯାଇଛି। ଏଥିରେ ନଏଜ କ୍ୟାନସେଲେସନ ପ୍ରଯୁକ୍ତି, ଦୀର୍ଘ ସମୟ ଚାଲୁଥିବା ବ୍ୟାଟେରି ଓ ଏଆଇ ସହିତ ଉଚ୍ଚ କଲ ମାନ ଭଳି ସୁବିଧା ରହିଛି। ଗୁଣାତ୍ମକ ମାନର ସାଉଣ୍ଡ, ନୂଆ ଷ୍ଟାଇଲିସ…