ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ନୂଆଚାନ୍ଦିଆ ଗ୍ରାମରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟିତ

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଦାନଗଦୀ ବ୍ଲକ ଚାନ୍ଦିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଚାନ୍ଦିଆ ଗ୍ରାମରେ ଏକ ନୂତନ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହା ଆଖପାଖ ପରିବାରର ପାଖାପାଖି ୫୦ ଜଣ ପିଲାଙ୍କୁ ପ୍ରାରମ୍ଭିକ ଶୈଶବ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସାମଗ୍ରିକ ଶିଶୁ…

ପରମେସୁ ବାୟୋଟେକ୍ ପକ୍ଷରୁ ସେବି ନିକଟରେ ୬୦୦ କୋଟି ଟଙ୍କାର ଆଇପିଓ ଦାଖଲ

ଭୁବନେଶ୍ୱର: ପରମେସୁ ବାୟୋଟେକ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ପରମେସୁ ବାୟୋଟେକ୍ ହେଉଛି ଭାରତର ମକାଭିତିକ ଉତ୍ପାଦ ନିର୍ମାଣର ସର୍ବବୃହତ ସଂସ୍ଥା। ଏହା ମକା ଗୁଣ୍ଡ, ମୋଡିଫାଏଡ…

ମଣିପାଲ୍‌ସିଗ୍‌ନା ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବୀମା ଯୋଜନା “ସର୍ବହ’’ ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ୱାସ୍ଥ୍ୟ ବୀମା କମ୍ପାନି ମଣିପାଲସିଗ୍‌ନା ହେଲ୍‌ଥ ଇନ୍‌ସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ନୂଆ ସ୍ୱାସ୍ଥ୍ୟ ବୀମା ଯୋଜନା “ମଣିପାଲ୍ ସିଗ୍‌ନା ସର୍ବହ’ର ଶୁଭାରମ୍ଭ କରାଯାଇଛି। ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବୀମା ସମାଧାନ ଲାଗି ପ୍ରସ୍ତୁତ…

ବେଦାନ୍ତ ଲିମିଟେଡ୍ ପକ୍ଷରୁ ୨୦୨୪-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଟିକସ ପରବର୍ତ୍ତୀ ଲାଭ ୨୩୦% ବୃଦ୍ଧି ପାଇ…

ଭୁବନେଶ୍ୱର: ବେଦାନ୍ତ ଲିମିଟେଡ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ଦ୍ୱିତୀୟ ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟରେ କମ୍ପାନିର ରାଜସ୍ୱ ୩୭,୧୭୧ କୋଟି ଟଙ୍କା ହୋଇଛି ଯାହା ତ୍ରୈମାସିକରେ ୫% ଓ ବାର୍ଷିକଭିତିରେ ୧୦% ଅଧିକ। କମ୍ପାନିର…

ଡିଏଭି ପବ୍ଲିକ୍ ସ୍କୁଲ-ୟୁନିଟ୍‌-୮ ଓ ସେଂଟ ପଲ୍ସ ସ୍କୁଲ, ରାଉରକେଲାର ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ଟିସିଏସ୍…

ଭୁବନେଶ୍ୱର: ଅଗ୍ରଣୀ ଆଇଟି ସେବା, କନସଲଟାନ୍ସି ଓ ବିଜନେସ୍ ସଲ୍ୟୁସନ୍ ପ୍ରଦାନକାରୀ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ)ର ପ୍ରମୁଖ ବାର୍ଷିକ କୁଇଜ୍ ଟିସିଏସ୍ ଇନକ୍ୱିଜିଟିଭର ଭୁବନେଶ୍ୱର ସଂସ୍କରଣରେ ୪୫ଟି ବିଦ୍ୟାଳୟର ୩୩୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହଜନକ ଅଂଶଗ୍ରହଣ କରିଛନ୍ତି।…

ପାଂଟୋମାଥର ଭାରତ ଭାଲ୍ୟୁ ଫଣ୍ଡ ପକ୍ଷରୁ ହଲଦୀରାମ ଭୁଜିଆୱାଲାରେ ୨୩୫ କୋଟି ଟଙ୍କା ନିବେଶ

ଭୁବନେଶ୍ୱର: କୋଲକାତାର ହଲଦୀରାମ ଭୁଜିଆୱାଲା ପକ୍ଷରୁ ଘୋଷଣା କରାଯାଇଛି ଯେ ପ୍ରାଇଭେଟ ପ୍ଳେସମେଂଟ ଜରିଆରେ ଏହା ପାଂଟୋମାଥର ଭାରତ ଭାଲ୍ୟୁ ଫଣ୍ଡ (ବିଭିଏଫ)ଠାରୁ ସଂଖ୍ୟାଲଘୁ ଅଂଶଧନ ବଦଳରେ ୨୩୫ କୋଟି ଟଙ୍କାର ନିବେଶ ହାସଲ କରିଛି। ହଲଦୀରାମ ଭୁଜିଆୱାଲା ପକ୍ଷରୁ ପ୍ରଭୂଜୀ ବ୍ରାଣ୍ଡ ନାମରେ ଏହାର…

ଏନ୍‌ପିସିଆଇ ପକ୍ଷରୁ ୟୁପିଆଇ ସୁରକ୍ଷା ସଚେତନତା ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଡିଜିଟାଲ୍ ପେମେଂଟ୍ ସେବାର ସୁରକ୍ଷିତ ବ୍ୟବହାର ଓ ଠକେଇ ରୋକିବା ନେଇ ସଚେତନତା ସୃଷ୍ଟି କରିବା ପାଇଁ ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ୟୁପିଆଇ ସୁରକ୍ଷା ସଚେତନତା ଅଭିଯାନ “ମେ ମୁର୍ଖ୍ ନେହିଁ ହୁଁ’ର ଶୁଭାରମ୍ଭ କରାଯାଇଛି। ଓଗିଲ୍‌ଭି…

Neelachal Ispat Unveils New Classroom Building at Government Project Upper Primary School in…

                ଯାଜପୁର ଜିଲ୍ଲା ଦାନଗଦୀ ସ୍ଥିତ ଓଲଳ ଗ୍ରାମରେ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଲଳ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଦ୍ୱାରା ନିର୍ମିତ ନୂତନ ଶ୍ରେଣୀଗୃହ କୁ…

ସ୍ୱିଗି ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫରିଂ ନଭେମ୍ବର ୬, ୨୦୨୪ ରେ ଖୋଲିଲା

ଭୁବନେଶ୍ୱର: ସ୍ୱିଗି ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ନଭେମ୍ବର ୬, ୨୦୨୪ ବୁଧବାର ଖୋଲିଛି ଓ ନଭେମ୍ବର ୮ ଶୁକ୍ରବାର ଏହା ବନ୍ଦ ହେବ। ଆଙ୍କର ନିବେଶକମାନେ ବିଡ୍ ତାରିଖର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଅର୍ଥାତ ନଭେମ୍ବର ୫ରେ ବିଡ୍ ଦାଖଲ କରିଥିଲେ। ଏହି ଅଫରରେ ଇକ୍ୱିଟି…

ୱାର୍ଡୱିଜାର୍ଡ ଇନୋଭେସନ୍ସ ମୋବିଲିଟି ପକ୍ଷରୁ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ଲାଲ୍ ରଙ୍ଗରେ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଲୋକପ୍ରିୟ ମଡେଲ୍ ହାଇସ୍ପିଡ୍ ବର୍ଗରେ ଜେନ୍ ନେକ୍ସଟ୍ ନାନୁ+ ଓ ଲୋ ସ୍ପିଡ୍ ବର୍ଗରେ ଜେନ୍ ନେକ୍ସଟ୍ ନାନୁକୁ ଲାଲ୍ ରଙ୍ଗରେ ଉନ୍ମୋଚନ କରାଯାଇଛି। ଉଭୟ…