କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ)କୁ ସହଯୋଗ ପାଇଁ ଭାରତ ସଞ୍ଜିବନୀ କୃଷି ଉତ୍‌ଥାନ୍ ଅଭିଯାନର ଶୁଭାରମ୍ଭ ଲାଗି…

ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ଲିମିଟେଡ୍ (ଆଇବିଏଲ୍‌) ଓ ଆଇବିଏଲ୍‌ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଭାରତ ଫାଇନାନ୍ସିଆଲ୍ ଇନ୍‌କ୍ଲୁଜନ୍ ଲିମିଟେଡ୍ (ବିଆଇଏଫ୍‌ଏଲ୍‌) ପକ୍ଷରୁ ଭାରତ ସଞ୍ଜିବନୀ କୃଷି ଉତ୍‌ଥାନ୍ ଅଭିଯାନର ଶୁଭାରମ୍ଭ ଲାଗି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ…

ୟୁଟିଆଇ ମ୍ୟୁଚୁଆଲ୍ ଫଣ୍ଡ ପକ୍ଷରୁ ଓଡ଼ିଶାରେ ତିନିଟି ନୂଆ ଆର୍ଥିକ କେନ୍ଦ୍ର ଉଦ୍‌ଘାଟିତ

କେନ୍ଦୁଝର/ ଭଦ୍ରକ / ମୟୂରଭଞ୍ଜ: ଭାରତର ଅନ୍ୟତମ ଅଗ୍ରଣୀ ସଂପତି ପରିଚାଳନା କମ୍ପାନି ୟୁଟିଆଇ ଆସେଟ୍ ମ୍ୟାନେଜମେଂଟ୍ କମ୍ପାନି (ୟୁଟିଆଇ ଏଏମ୍‌ସି) ପକ୍ଷରୁ ଓଡ଼ିଶାରେ ତିନିଟି ନୂଆ ଆର୍ଥିକ କେନ୍ଦ୍ରକୁ କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜରେ ଖୋଲାଯାଇଛି। କେନ୍ଦୁଝର ଜିଲ୍ଲାର ସିରାଜୁଦିନ ଛକ…

ପୁରୁଷ ଦିବସ ପରିପ୍ରେକ୍ଷୀରେ ମୋଦିକେୟାରର ଗ୍ରୁମିଂ ଓ ୱେଲନେସ ଉତ୍ପାଦ

ଭୁବନେଶ୍ୱର: ଅନ୍ତର୍ଜାତୀୟ ପୁରୁଷ ଦିବସ ଅବସରରେ ମୋଦିକେୟାର ଲିମିଟେଡ ପକ୍ଷରୁ ପୁରୁଷମାନଙ୍କ ଗ୍ରୁମିଂ, ୱେଲନେସ ଓ ଷ୍ଟାଇଲ ଆବଶ୍ୟକତା ପୂରଣ କରିବା ଲାଗି ବିଭିନ୍ନ ଉତ୍ପାଦ ଉପସ୍ଥାପନ କରାଯାଇଛି। ସମ୍ଭ୍ରାନ୍ତ ହାତଘଂଟାଠାରୁ ଆରମ୍ଭ କରି ସୁଗନ୍ଧଭରା ପରଫ୍ୟୁମ ପର୍ଯ୍ୟନ୍ତ ପୁରୁଷମାନଙ୍କ ଲାଗି…

ଏସ୍‌ବିଆଇ ଲାଇଫ୍ ପକ୍ଷରୁ ଡବ୍ଲୁଓଏସ୍‌ସିଏ ସହଯୋଗିତାରେ ଶିଶୁ ଦିବସ ପାଳିତ; ନୂଆ ଡିଜିଟାଲ୍ ଭିଡିଓ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅନ୍ୟତମ ବିଶ୍ୱାସଯୋଗ୍ୟ ଘରୋଇ ଜୀବନ ବୀମା କମ୍ପାନି ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଅର୍ଥପୂର୍ଣ୍ଣ ଢଙ୍ଗରେ ଶିଶୁ ଦିବସ ପାଳନ କରାଯାଇଥିବା ବେଳେ ପ୍ରେରଣାଦାୟୀ ଭିଡିଓ “ଲିପି କି ଦୁନିଆ’ ଉନ୍ମୋଚନ କରାଯାଇଛି। ସେଥିରେ ଯୁବପିଢ଼ି, ସ୍ୱପ୍ନ ଓ ଶିକ୍ଷାର ରୂପାନ୍ତରୀତ…

ଭିମ୍ ପକ୍ଷରୁ ଭାରତ କନେକ୍ଟ ଜରିଆରେ ଏନ୍‌ପିଏସ୍‌ରେ ଅବଦାନ ରାଶି ଦାଖଲ ସୁବିଧାର ଶୁଭାରମ୍ଭ

ଭୁବନେଶ୍ୱର: ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଏନପିସିଆଇ ଭିମ୍ ସର୍ଭିସେସ୍ ଲିମିଟେଡ୍ (ଏନବିଏସ୍‌ଏଲ୍‌) ପକ୍ଷରୁ ଭିମ୍ ଆପ୍ ଜରିଆରେ ନ୍ୟାସନାଲ୍ ପେମେଂଟ୍ ସିଷ୍ଟମ୍ (ଏନ୍‌ପିଏସ୍‌)ରେ ଅବଦାନ ରାଶି ଦାଖଲ ସୁବିଧାର ଶୁଭାରମ୍ଭ…

ଏସ୍‌ବିଆଇ ପକ୍ଷରୁ ଜାଗୃତି ଯାତ୍ରା ୨୦୨୪ ଜରିଆରେ ଗ୍ରାମୀଣ ଯୁବ ଉଦ୍ୟୋଗୀଙ୍କ ସଶକ୍ତୀକରଣ

ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଭ୍‌କ ପକ୍ଷରୁ ଜାଗୃତି ଯାତ୍ରା ୨୦୨୪ ସହିତ ସହଯୋଗିତା ସ୍‌ଥାପନ କରାଯାଇଛି। ଏହା ହେଉଛି ଭାରତର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରର ହେବାକୁ ଥିବା ୮୦୦୦ କିମି ବ୍ୟାପୀ ୧୫ ଦିନିଆ ଉଦ୍ୟୋଗୀ ଯାତ୍ରା। ଏହି ସହଯୋଗିତାରେ ଏସ୍‌ବିଆଇ…

ନୀଳାଚଳ ଇସ୍ପାତ ପକ୍ଷରୁ ଶିଶୁ ଦିବସ ପାଳିତ

ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌), ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ସହଯୋଗରେ ଦାନଗଦୀ ବ୍ଲକ ଶାଳିଜଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଢେଙ୍କିଶାଳ ଗ୍ରାମର ଅଙ୍ଗନବାଡ଼ି ଓ ଟିଏସ୍‌ଏଫ୍ ଆଦିବାସୀ ଭାଷା ଶ୍ରେଣୀର ୪୫ ଜଣ ପିଲାଙ୍କୁ ନେଇ ଶିଶୁ ଦିବସ ପାଳନ କରିଛି ।…

ସୁବର୍ଣ୍ଣରେଖା ବନ୍ଦର ଓ ଟିଏସ୍‌ଏଫ୍ ପକ୍ଷରୁ ବାସନ୍ତୀ ମାତା ପୂଜା କମିଟି ସହଯୋଗରେ ଚଉମୁଖରେ ବୋଇତ ବନ୍ଦାଣ ଉତ୍ସବ…

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟକୁ ପାଳନ କରିବା ପାଇଁ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌) ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ବାସନ୍ତୀ ମାତା ପୂଜା କମିଟି ସହଯୋଗରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଧୀନସ୍ଥ ଚଉମୁଖଠାରେ ୨୦୨୪…

ପିଏମ୍ ସୂର୍ଯ୍ୟ ଘର ଯୋଜନା ଅଧୀନରେ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ସଚେତନତା…

ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ଦ୍ୱାରା ସମ୍ବଲପୁର ସହର ସ୍ଥିତ ଜଗନ୍ନାଥ କଲୋନୀ ପାର୍କଠାରେ ପିଏମ୍ ସୂର୍ଯ୍ୟ ଘର ଯୋଜନା ଅଧୀନରେ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ଏକ ସୂଚନାପୂର୍ଣ୍ଣ ସଚେତନତା ଶିବିର…

ଗୋଦେରଜ୍ ଲା’ଅୋଫୟାର ପକ୍ଷରୁ ଏଲ୍‌ଜିବିଟିକ୍ୟୁଆଇଏ+ଙ୍କୁ ସାମିଲ ପାଇଁ “ସଲେିବ୍ରଟିଂ ଆକ୍ସପଟାନ୍ସ” ଅଭିଯାନର ଶୁଭାରମ୍ଭ

ଭୁବେନଶ୍ୱର: ଗୋଦେରଜ୍ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍‌ର ମିଡିଆ ଲାଇଫ୍‌ଷ୍ଟାଇଲ୍ ପ୍ଲାଟଫର୍ମ ଗୋଦେରଜ୍ ଲା’ଅୋଫୟାର ପକ୍ଷରୁ “ସଲେିବ୍ରଟିଂ ଆକ୍ସପ୍‌ଟାନ୍ସ” ଅଭିଯାନ ଆରମ୍ଭ କରାଯାଇଛି। ଏହି ସେିନମୋର ସମାନ ଲିଙ୍କର ଏକ ଦମ୍ପତିଙ୍କୁ ଅୋବଗଭରା ଯାତ୍ରାକୁ ପ୍ରଦଶିର୍ତ କରାଯାଇଛି। ଦୁନିଅୋର ଚିରାଚରିତ…