ଭାରତ–ଆମେରିକା ବ୍ୟାପାର ଘୋଷଣାକୁ ସ୍ୱାଗତ କଲେ କୁମାର ମଙ୍ଗଳମ୍ ବିର୍ଲା, ନିବେଶ ଓ ଶିଳ୍ପ ସହଯୋଗ ଉପରେ ଗୁରୁତ୍ୱକୁ…

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଭାରତ–ଆମେରିକା ବ୍ୟାପାର ସମ୍ପର୍କିତ ଘୋଷଣାକୁ ସ୍ୱାଗତ କରି, ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଆର୍ôଥକ ଓ ରଣନୈତିକ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି କହିଛନ୍ତି। ସେ କହିଛନ୍ତି,“ଆଜିର ବ୍ୟାପାର ଘୋଷଣା ପାଇଁ ମୁଁ…

ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଉଦୀୟମାନ କ୍ଷେତ୍ରକୁ ଫାଇନାନ୍ସ ପ୍ରଦାନ ପାଇଁ ‘ଚକ୍ର-ଉତ୍କର୍ଷ କେନ୍ଦ୍ର’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଦେଶର ଅର୍ଥନୈତିକ ରୂପାନ୍ତରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦୀୟମାନ କ୍ଷେତ୍ରଗୁଡ଼ିକୁ ଫାଇନାନ୍ସ ଯୋଗାଇ ଦେବା ପାଇଁ ଚକ୍ର-ଉତ୍କର୍ଷ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ବ୍ୟାଙ୍କ ବିକଶିତ ଭାରତ…

ବିସି ଜିନ୍ଦଲ ଗ୍ରୁପର ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ୨୦୨୬-୨୭ ପାଇଁ ଉତ୍ତମ କାର୍ଯ୍ୟକ୍ଷେତ୍ର ପ୍ରମାଣପତ୍ର ହାସଲ କରିଛି

ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପର ପ୍ରମୋଟର ଶ୍ୟାମ ସୁନ୍ଦର ଜିନ୍ଦଲଙ୍କ ନେତୃତ୍ୱାଧୀନ ବିସି ଜିନ୍ଦଲ ଗ୍ରୁପର ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ଜାନୁଆରୀ ୨୦୨୬ - ଜାନୁଆରୀ ୨୦୨୭ ଅବଧି ପାଇଁ ‘ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ’ ଦ୍ୱାରା ପ୍ରମାଣପତ୍ର ହାସଲ କରିଛି। ଏହି ପ୍ରତିଷ୍ଠିତ ପୁରସ୍କାର…

ଟର୍ଟଲମିଂଟ ଫିନଟେକ ସଲ୍ୟୁସନ୍ସ ଲିମିଟେଡ ପକ୍ଷରୁ ସେବି ନିକଟରେ ୟୁଡିଆରଏଚପି-ଆଇ ଦାଖଲ

ଭୁବନେଶ୍ୱର: ପ୍ରଯୁକ୍ତି ଆଧାରିତ ବୀମା ବଂଟନ ପ୍ଲାଟଫର୍ମ ଟର୍ଟଲମିଂଟ ଫିନଟେକ ସଲ୍ୟୁସନ୍ସ ଲିମିଟେଡ ପକ୍ଷରୁ ପ୍ରସ୍ତାବିତ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ୟୁଡିଆରଏଚପି-ଆଇ ଦାଖଲ କରାଯାଇଛି। ଟର୍ଟଲମିଂଟ ମୁଖ୍ୟତଃ ଭାରତରେ ବୀମା…

ଟାଟା ପାୱାର ନେତୃତ୍ଵାଧୀନ ସେଣ୍ଟ୍ରାଲ ଓଡ଼ିଶା ଡ଼ିସକମର ଶକ୍ତି ବିତରଣ ସଂସ୍କାର ଉପରେ ଆଇଆଇଟି ଭୁବନେଶ୍ୱରର ଅଧ୍ୟୟନ…

ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଟାଟା ପାୱାର ନେତୃତ୍ଵାଧୀନ ସେଣ୍ଟ୍ରାଲ ଓଡ଼ିଶା ଡ଼ିସକମର ଶକ୍ତି ବିତରଣ ସଂସ୍କାର ଏବଂ ଏହାର ପରିବର୍ତ୍ତନର ଯାତ୍ରା ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ୧୫୦୦ କୋଟିରୁ ଅଧିକ ଟଙ୍କାର ରଣନୈତିକ ପୁଞ୍ଜି ବିନିଯୋଗ ଫଳରେ ବିଦ୍ୟୁତ…

ଅନ୍ତର୍ଭୁକ୍ତକାରୀ ବିକାଶ ଦିଗରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ପ୍ରଭାବୀ ପଦକ୍ଷେପ; ସ୍ୱତନ୍ତ୍ର ନିଯୁକ୍ତି ମାଧ୍ୟମରେ…

ସାମାଜିକ କଲ୍ୟାଣ ଏବଂ ଅନ୍ତର୍ଭୁକ୍ତକାରୀ ବିକାଶ ପ୍ରତି ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି । ଏକ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ କଳିଙ୍ଗନଗର ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଏବଂ ଜମି ହରାଇଥିବା…

ଟାଟା ଷ୍ଟିଲ୍ ଫାଉଣ୍ଡେସନର କୃଷକ ସମ୍ମିଳନୀରେ ୩୫୦ରୁ ଅଧିକ ଚାଷୀଙ୍କ ଯୋଗଦାନ

- ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀ ପାଇଁ ୪୫ ଜଣ ଚାଷୀ ସମ୍ମାନିତ କଳିଙ୍ଗନଗର, ଜାନୁଆରୀ ୩୦, ୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନର ପ୍ରମୁଖ ଗୋଷ୍ଠୀ ଭିତ୍ତିକ ପଦକ୍ଷେପ "ଅରୁଣିମା"ର ନବମ ସଂସ୍କରଣ ଶୁକ୍ରବାର ସୁକିନ୍ଦା କଲେଜଠାରେ ଏକ ଗୁରୁତ୍ୱପୂର୍ଣ୍ଣ କୃଷକ ସମ୍ମିଳନୀ ସହିତ ଉଦଯାପିତ…

ଜେକେ ସିମେଣ୍ଟ ଲିମିଟେଡ୍ ୩୧ ଏମଟିପିଏ ଉତ୍ପାଦନ କ୍ଷମତା ଅତିକ୍ରମ କରି ଭାରତର ୫ମ ବୃହତ ଗ୍ରେ’ ସିମେଣ୍ଟ ପ୍ଲାଣ୍ଟ…

- ବିହାରରେ ଜେକେ ସିମେଣ୍ଟର ନୂତନ ବକ୍ସର ପ୍ଲାଣ୍ଟ ୧୦୦ ଏକର ପରିବ୍ୟାପ୍ତ ଏବଂ ୩ ଏମଟିପିଏ ଗ୍ରେ’ ସିମେଣ୍ଟ ଉତ୍ପାଦନ କ୍ଷମତା ବିଶିଷ୍ଟ ଭୁବନେଶ୍ୱର : ଭାରତର ପ୍ରମୁଖ ସିମେଣ୍ଟ ନିର୍ମାତାମାନଙ୍କ ମଧ୍ୟରୁ ଜଣେ, ଜେକେ ସିମେଣ୍ଟ ଲିମିଟେଡ୍‌, ଆଜି ବିହାରର ବକ୍ସରରେ ଏହାର ନୂତନ…

ପ୍ରତ୍ୟେକ ସଚେତିତ ଭାରତୀୟଙ୍କୁ ସାଇବର୍ ବୀମା ଗ୍ରହଣ କରିବା ପାଇଁ ବିଚାର କରିବା ଆବଶ୍ୟକ

ଭୁବନେଶ୍ୱର: ଦୈନନ୍ଦିନ ଜୀବନର ଅଧିକାଂଶ କାର୍ଯ୍ୟକଳାପ ଅନଲାଇନ୍ ହେଉଥିବା ସହିତ ସାଇବର୍ ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆହୁରି ଜଟିଳ ହେଉଛି। ଅପରାଧିମାନେ ସୋସିଆଲ୍ ଇଞ୍ଜିନିୟରିଂ, ତଥ୍ୟର ଅପବ୍ୟବହାର ଏବଂ ବ୍ୟକ୍ତିଗତ ଲକ୍ଷ୍ୟବନ୍ଦୀ କୌଶଳ ମାଧ୍ୟମରେ ଲୋକମାନଙ୍କୁ ଠକୁଛନ୍ତି।…

କଟକରେ ଏକ ନୂତନ ଅତ୍ୟାଧୁନିକ ଟ୍ରକ୍ ଏବଂ ବସ୍ ଡିଲରସିପ୍ ସହିତ ମହିନ୍ଦ୍ରା ଓଡ଼ିଶାରେ ନିଜର ଉପସ୍ଥିତିକୁ ସୁଦୃଢ଼ କରୁଛି

ଭୁବନେଶ୍ୱର/କଟକ/ରାଉରକେଲା: ଗତ ୪ ବର୍ଷ ମଧ୍ୟରେ ଦ୍ରୁତ ଅଭିବୃଦ୍ଧି ହାସଲ କରିବା ପରେ, ମହିନ୍ଦ୍ରାର ଟ୍ରକ୍ ଏବଂ ବସ୍ ବ୍ୟବସାୟ ଆଜି ଓଡ଼ିଶାର କଟକରେ ୬ଟି ସର୍ଭିସ୍ ବେସ ସହିତ ଏହାର ଅତ୍ୟାଧୁନିକ ୩ଏସ୍ ଡିଲରସିପ୍ ଉଦଘାଟନ କରିଛି, ଏହି ସୁବିଧା ପ୍ରତିଦିନ ୮ ରୁ ଅଧିକ ଯାନବାହନକୁ ସେବା ପ୍ରଦାନ…