ଭାରତରେ ଯୌନ ଶିକ୍ଷାର ଅଭାବ ଯୋଗୁଁ ପ୍ରଭାବିତ ହେଉଛି ପ୍ରଜନନ କ୍ଷମତା
ଭୁବନେଶ୍ୱର : ସମଗ୍ର ଭାରତରେ ଥିବା ପ୍ରଜନନ (ଫର୍ଟିଲିଟି) କ୍ଲିନିକ୍ଗୁଡ଼ିକରେ, ଗୋଟିଏ ଧାରା ବାରମ୍ବାର ଦେଖିବାକୁ ମିଳେ ଯେ ଦମ୍ପତିମାନେ ବର୍ଷ ବର୍ଷ ଧରି ଚେଷ୍ଟା କରିବା ପରେ କ୍ଲାନ୍ତ ହୋଇ ଏଠାକୁ ଆସନ୍ତି ଏବଂ ସେମାନଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ କୌଣସି…
