କିଙ୍ଗସ ଏକାଦଶ ପଞ୍ଜାବର ମୁଖ୍ୟ କୋଚ ଭାବେ ନିଯୁକ୍ତି ପାଇଲେ କୁମ୍ବଲେ

ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ପ୍ରମୁଖ ଦଳ କିଙ୍ଗସ ଏକାଦଶ ପଞ୍ଜାବର ମୁଖ୍ୟ କୋଚ ରୂପେ ନିଯୁକ୍ତି ପାଇଛନ୍ତି ଭାରତୀୟ ଦଳର ପୂର୍ବତ୍ତନ ଖେଳାଳୀ ଅନିଲ କୁମ୍ବଲେ । କୁମ୍ବଲେ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ ରୂପେ ଦାୟିତ୍ୱ ଗ୍ରହଣ କରିସାରିଥିଲେ । ତେବେ ଅଧିନାୟକ ବିରାଟ କୋହଲିଙ୍କ ସହ…

ଚଳିତ ପାର୍ବଣରେ ସୋନୀ ପକ୍ଷରୁ ଅଫର ବର୍ଷା

ସୋନୀ ଇଣ୍ଡିଆ ପକ୍ଷରୁ ଚଳିତ ପାର୍ବଣ ଋତୁ ପାଇଁ ଏହାର ବିଭିନ୍ନ ଅଫର ଗୁଡ଼ିକ ଶୁଭାରମ୍ଭ କରିଛି । ପ୍ରତ୍ୟେକ ବର୍ଗରେ ନୂତନ ଉତ୍ପାଦର ଭିନ୍ନ ଭିନ୍ନ ପ୍ରକାର, ପ୍ରମୁଖ ଉତ୍ପାଦ ମଡେଲ୍ ଉପରେ ଚମତ୍କାର ରିହାତି, ସମସ୍ତ ବର୍ଗରେ ଉତ୍ପାଦଗୁଡ଼ିକୁ ଚୟନ କରି ନିଶ୍ଚିତ ଉପହାର ସହିତ ସୋନୀ ଭାରତରେ ନିଜର…

ଟେଷ୍ଟ କ୍ୟାରିୟରରେ ୨୬ତମ ଶତକ ହାସଲ କଲେ କୋହଲି

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଥିବାବେଳେ ଏହା ବର୍ତ୍ତମାନ ପୁଣେରେ ଖେଳାଯାଉଛି । ଏହି ମ୍ୟାଚରେ ବିରାଟ ଏକ ସୁନ୍ଦର ଶତକ ମାରି ନିଜ ଟେଷ୍ଟ କ୍ୟାରିୟରର ୨୬ତମ ଶତକ ପୂରଣ କରିଥିବାବେଳେ ଏହା ସହିତ ୱେଷ୍ଟଇଣ୍ଡିଜର ପୂର୍ବତ୍ତନ ଖେଳାଳୀ…

କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସପକ୍ଷରେ ବାହାରିଲେ ପାକିସ୍ତାନ ସେନାର ମୁଖପାତ୍ର

ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ତଥା କାଶ୍ମୀର ମାମଲାରେ ଭାରତକୁ ସର୍ବଦା ସମାଲୋଚିତ କରିଆସୁଥିବା ପାକିସ୍ତାନର ଏବେ ଏକ ନୂଆ ରୂପ ଦେଖିବାକୁ ମିଳିଛି । ଭାରତକୁ ସବୁବେଳେ କଟାକ୍ଷ କରିଆସୁଥିବା ପାକିସ୍ତାନ ସେନାର ମୁଖପାତ୍ର “ଆସିଫ ଗଫୁର” ଗୁରୁବାର ଦିନ ରାଫେଲର ଶାସ୍ତ୍ରିୟ ପୂଜାକୁ ନେଇ…

ଆପଣଙ୍କ ଶିଶୁର ମେଦବହୁଳତା ପାଈଁ ଚିନ୍ତିତ କି ? ତେବେ ଜାଣନ୍ତୁ କଣ କରିବେ

ଆଜିକାଲିର ପିଲାମାନେ ନିଜ ପରିବାର ସହିତ ନୁହେଁ ବରଂ ନିଜ ପସନ୍ଦର କାର୍ଟୁନ ଚରିତ୍ରଙ୍କ ସହିତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ସେମାନଙ୍କ ପାଇଁ କ୍ରୀଡ଼ା ମାନେ ଖେଳ ପଡ଼ିଆରେ ଖେଳିବା ନୁହେଁ ବରଂ ଭିଡିଓ ଗେମ୍ ଖେଳିବା । ଏହିସବୁ କାର୍ଯ୍ୟକଳାପ ସହିତ ଜଙ୍କ୍ ଫୁଡ୍ ଖାଇବା ଯୋଗୁ ଭାରତରେ…

ଏକାଠି ନଜର ଆସିବେ ରଣବୀର, ଅଜୟ ଏବଂ ଅକ୍ଷୟ, ସାମନାକୁ ଆସିଲା ଫିଲ୍ମର ପ୍ରଥମ ଲୁକ

ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୁରୟବଂଶୀ’ ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହି ଆସୁଥିବାବେଳେ ଏହି ଫିଲ୍ମରେ ଅକ୍ଷୟ ଜଣେ ପୋଲିସ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ । ପୂର୍ବରୁ କ୍ୟାଟ୍ରିନା ସୋସିଆଲ ମିଡିଆରେ ଅକ୍ଷୟଙ୍କ ଭୂମିକାର ‘ବୀର ସୁରୟବଂଶୀ’ର ବ୍ୟାଚ…

ମାନହାନୀ ମାମଲାରେ କୋର୍ଟରେ ହାଜିର ହେଲେ ରାହୁଲ

ଗତ କିଛି ଦିନ ହେବ ବିଦେଶ ଗସ୍ତରେ ଥିବା ରାହୁଲ ଆଜି ଏକ ମାନହାନୀ ମାମଲାରେ ସୁରଟରେ ଉପସ୍ଥିତ ହୋଇଛନ୍ତି । ରାହୁଲଙ୍କ ବିରୋଧରେ ଲାଗିଥିବା ମାନହାନୀ ମାମଲା ପାଇଁ ସେ କୋର୍ଟରେ ହାଜିର ହୋଇଥିବାବେଳେ ସେ ସେଠାରେ ପହଞ୍ଚି ନିଜ ବିରୋଧୀଙ୍କୁ କଟାକ୍ଷ କରି ଏକ ଟ୍ୱିଟ ମଧ୍ୟ କରିଛନ୍ତି । ରାହୁଲ,…

ହାୟର ପକ୍ଷରୁ ଚଳିତ ପାର୍ବଣ ଋତୁରେ ଆକର୍ଷଣୀୟ ଅଫରର ଶୁଭାରମ୍ଭ

ଭୁବନେଶ୍ୱର : ଘରୋଇ ଉପକରଣ ଏବଂ ଗ୍ରାହକ ବୈଦ୍ୟୁତିକ ଓ ବିଶ୍ୱର ଅଗ୍ରଣୀ ଉପକରଣଭିତ୍ତିକ କମ୍ପାନୀ ହାୟର ପକ୍ଷରୁ ଚଳିତ ପାର୍ବଣ ଋତୁକୁ ଅଧିକ ଖୁସି କରିବା ପାଇଁ ଏହାର ବିଭିନ୍ନ ଉତ୍ପାଦ ଉପରେ ଆକର୍ଷଣୀୟ କ୍ୟାସ ବ୍ୟାକ ଅଫର ସହ ଅଧିକ ଛାଡ କରିବାର ଘୋଷଣା କରିଛି । ବାଜାଜ ଫିନସର୍ଭେ,…

‘ବିଗ ବସ’ର ପ୍ରସାରଣ ବନ୍ଦ କରିବା ପାଇଁ ଦାବୀ କଲେ ବିଜେପି ବିଧାୟକ

ଛୋଟ ପରଦାର ସବୁଠାରୁ ବଡ ରିଆଲିଟି ସୋ କୁହାଯାଉଥିବା ‘ବିଗ ବସ’କୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଅଭିନେତା ସଲମାନ ଖାନଙ୍କ ଲୋକପ୍ରିୟ ଟିଭି ସୋ ‘ବିଗ ବସ’ର ପ୍ରସାରଣ ରୋକିବା ପାଇଁ ବିଜେପିର ଜଣେ ବିଧାୟକ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱେଡକରଙ୍କୁ ନିବେଦନ…

ଅଧିନାୟକତ୍ୱରେ ଗାଙ୍ଗୁଲୀଙ୍କୁ ପଛରେ ପକାଇଲେ ବିରାଟ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଥିବାବେଳେ ସିରିଜର ଦ୍ୱିତୀୟ ମ୍ୟାଚ ବର୍ତ୍ତମାନ ପୁଣେରେ ଖେଳାଯାଉଛି । ଭାରତ ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଛି ।ତେବେ ଏହି ମ୍ୟାଚରେ ବିରାଟ ଏକ ନୂଆ ରେକର୍ଡ ସୃଷ୍ଟି…