କ୍ରିକେଟ ପରେ ଏବେ ଫିଲ୍ମ ଜଗତରେ ପାଦ ଥାପିବେ ଇଫ୍ରାନ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଇଫ୍ରାନ ପଠାନ କ୍ରିକେଟ ଜଗତରେ ନିଜ ଜଲୱା ଦେଖାଇ ସାରିବା ପରେ ବର୍ତ୍ତମାନ ଫିଲ୍ମ ଜଗତରେ ପାଦ ଥାପିବାକୁ ଯାଉଛନ୍ତି । ଇଫ୍ରାନ, କ୍ରିକେଟ ପରେ ଫିଲ୍ମ ଜଗତରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବାବେଳେ ସେ ଖୁବ ଶୀଘ୍ର ତାଲିମି ଫିଲ୍ମରେ ନଜର ଆସିବେ ବୋଲି…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍ ବଜାର ୨୦୧୯ ଉଦଘାଟିତ

ଭୁବନେଶ୍ୱର: ହୋଟେଲ୍ ମେଫେୟାର କନ୍ଭେନ୍ସନ୍ଠାରେ ଆଜି ଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ଟ୍ରାଭେଲ୍ ବଜାରର ତୃତୀୟ ସଂସ୍କରଣକୁ ମାନବ୍ୟର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଅକ୍ଟୋବର ୧୪-୨୦ ତାରିଖ ପର୍ଯ୍ୟନ୍ତ ହୋବକୁଥିବା ଏହି ସାତ ଦିନିଆ କାର୍ଯ୍ୟକ୍ରମକୁ ଓଡ଼ିଶା…

ଦୀର୍ଘ ଦିନ ପରେ କାଶ୍ମୀରବାସୀ ଧରିଲେ ଫୋନ, ଆରମ୍ଭ ହେଲା ମୋବାଇଲ ସେବା

କାଶ୍ମୀରବାସୀଙ୍କୁ ଆଜି ବଡ ଆଶ୍ୱସ୍ତି ମିଳିଛି । କାଶ୍ମୀରରେ ଦୀର୍ଘ ୭୦ ଦିନ ପରେ ଆଜି ପୁଣି ଥରେ ମୋବାଇଲ ସେବା ଆରମ୍ଭ ହୋଇଛି । ଏହି ସଂକ୍ରାନ୍ତ ଗତ ଶନିବାର ଦିନ ଘୋଷଣା କରାଯାଇଥିବାବେଳେ ସୋମାବାର ଦିନ କାଶ୍ମୀରରେ ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ ମୋବାଇଲ ସକ୍ରିୟ ହୋଇଛି । ଏହି ସମସ୍ତ ଫୋନ…

ଦିପାବଳୀ ଦିନ ଏହି ନିୟମ ଗୁଡ଼ିକ ପାଳନ କରି ଘରକୁ ଧନଧାନ୍ୟର ସମ୍ଭାର ନେଇ ଆସନ୍ତୁ

ଦିପାବଳୀ ଅବସରରେ ପ୍ରତ୍ୟେକ ଧନଧାନ୍ୟର କାମନା କରିଥାନ୍ତି । ତେଣୁ ଏହି ଦିପାବଳୀରେ ଆପଣ ମଧ୍ୟ ଏହି ଉପାୟ ଗୁଡ଼ିକର ପାଳନ କରି ଆର୍ଥିକ ସମସ୍ୟାରୁ ମୁକୁଳି ପାରିବେ । ଯଦି ଆପଣ ନିଜ ଆୟରେ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଏହି ଦିପାବଳୀ ଦିନ ଅଳ୍ପ ଗୋଟା ବିରି, ଦହି ଏବଂ ସିନ୍ଦୁର କୁ ନେଇ…

ଖୁବ ଶୀଘ୍ର ବିସିସିଆଇ ଅଧ୍ୟକ୍ଷ ହେବେ ଗାଙ୍ଗୁଲୀ

ଏକ ନାଟକୀୟ ଘଟଣାକ୍ରମେ ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ ଗାଙ୍ଗୁଲୀ ବସିସିଆଇର ପରବର୍ତ୍ତୀ ସଭାପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇ ସାରିଛି । ଏହାକୁ ନେଇ ଗାଙ୍ଗୁଲୀ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, କ୍ରିକେଟର ସବୁଠାରୁ ବଡ ସ୍ଥାନର ଦାୟିତ୍ୱ ନେବା…

ଭୁବନେଶ୍ୱରରେ ଆୟୋଜିତ ହେବ ଓଡ଼ିଶା ଟ୍ରାଭେଲ୍ ବଜାର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଫିକି ସହଯୋଗରେ ଭୁବନେଶ୍ୱର ଠାରେ ଅକ୍ଟୋବର ୧୪-୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଟ୍ରାଭେଲ ବଜାର (ଓଟିବି) ଆୟୋଜନ କରାଯିବ । ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରର ଅଂଶୀଦାରଙ୍କ ପାଖରେ ପହଂଚିବା ଲାଗି ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜନ…

ଚେକ୍ ବାଉନ୍ସ ମାମଲାରେ ଗିରଫ ହେବେ ‘ଅମିଶା ପଟେଲ’

ଫିଲ୍ମ “କ ହୋ ନା ପ୍ୟାର ହେ”ରୁ ବଲିଉଡରେ ପାଦ ଥାପିଥିବା ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ରାଞ୍ଚି କୋର୍ଟ ପକ୍ଷରୁ ଗିରଫ ୱାରେଣ୍ଟ ଜାରି କରାଯାଇଛି । ରାଞ୍ଚି କୋର୍ଟ ଗିରଫ ୱାରେଣ୍ଟ ନେଇ ମୁମ୍ବାଇ ଯିବ । ସିଭିଲ କୋର୍ଟ ପକ୍ଷରୁ ୪ ଅକ୍ଟୋବରରେ ଅମିଶାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି…

ଫୋର୍ବସ ଇଣ୍ଡିଆ ଧନୀ ତାଲିକାରେ ଶ୍ରେଷ୍ଠ ସ୍ଥାନ ବଜାୟୀ ରଖିଲେ ଅମ୍ବାନୀ

ଦେଶର ଅର୍ଥନୀତି ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ୨୦୧୯ ଫୋର୍ବସ ଇଣ୍ଡିଆ ରିଚ ଲଷ୍ଟରେ ସାମିଲ ଭାରତୀୟ ଏବେ ପ୍ରକାଶ ପାଇଛି । ତେବେ ଦେଶରେ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁଁ ଏହି ଲିଷ୍ଟରେ ସାମିଲ ଥିବା କୋଟିପତିଙ୍କ ସମ୍ପତିରେ ୮ ପ୍ରତିଶତ ହ୍ରାସ ଘଟିଛି । ଭାରତର ୧୦୦…

ହ୍ରିତିକଙ୍କ ସାମନାରେ ଫିକା ପଡିଲେ ପ୍ରିୟଙ୍କା

ନିକଟ କିଛି ଦିନ ତଳେ ବଡ ପରଦାରେ ରିଲିଜ ହୋଇଥିବା ‘ୱାର’ର ୧୦ମ ଦିନର ବକ୍ସ ଅଫିସ କଲେକସନ ସାମନାକୁ ଆସିତଯାଇଛି । ଆକ୍ସନ ଫିଲ୍ମ ହୋଇଥିବା ସତ୍ତେ୍ୱ ମଧ୍ୟ ହ୍ରିତିକ ଏବଂ ଟାଇଗରଙ୍କର ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ କରିଦେଇଛି । ଗତ କାଲି ତଥା ୧୧ ଅକ୍ଟୋବରରେ ପ୍ରିୟଙ୍କା ଚୋପ୍ରା ଏବଂ ଫରହନ…

ବେଳାଭୂମିରୁ ଅଳିଆ ହଟାଇ ସ୍ୱଚ୍ଛତାର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ, ଭିଡିଓ ଭାଇରାଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତାମିଲନାଡୁର ମହାବଲିପୁରମ ବେଳାଭୂମିରେ ପ୍ରାତଃ ଭ୍ରମଣ ସମୟରେ ସ୍ୱଚ୍ଛତା ଅଭିଯାନ କରିଛନ୍ତି । ଏହି ସ୍ୱଚ୍ଛତା ଅଭିଯାନ ଦ୍ୱାରା ସେ ସମୁଦ୍ର ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ କରିବା ସହ ସମସ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମଧ୍ୟ ସଂଗ୍ରହ କରିଛନ୍ତି…