ମହିଳା ଉଦ୍ୟୋଗୀଙ୍କ ସଶକ୍ତିକରଣ କର୍ମଶାଳା ଶୁଭାରମ୍ଭ

ଭୁବନେଶ୍ୱର: ଟାଇ (ଦ ଇଣ୍ଡସ ଅନ୍ତ୍ରପ୍ରେନୂଅର) ପକ୍ଷରୁ ଲକ୍ଷେ୍ନøର ମହିଳା ଉଦ୍ୟୋଗକାରୀଙ୍କ ପାଇଁ ୪ ଦିନିଆ ପର୍ଯ୍ୟାବେକ୍ଷଣ ଏବଂ ଦକ୍ଷତା ବିକାଶ କର୍ମଶାଳାର ଆୟୋଜନ କରାଯାଇଛି । ଟାଇଗ୍ଲୋବାଲ୍ ପକ୍ଷରୁ ଭାରତରେ ଟିୟର ୨ ଏବଂ ୩ସହରମାନଙ୍କର ମହିଳାମାନଙ୍କ ଉଦ୍ଯୋଗ ମାଧ୍ୟମରେ ଆର୍ôଥକ…

ରାଜ୍ୟ କଂଗ୍ରେସରେ ଖୋଲା ବିଦ୍ରୋହ

ଭୁବନେଶ୍ୱର – ରାଜ୍ୟ କଂଗ୍ରେସରେ ଖୋଲ ବିଦ୍ରୋହ ଆରମ୍ଭ ହୋଇଯାଇଛି । ପ୍ରସାଦଙ୍କ ନେତୃତ୍ୱକୁ ବିରୋଧ କରି ବିଧାୟକମାନେ ନିର୍ବାଚନରୁ ଓହରିଯିବେ କିମ୍ବା ଏବଂ ଦଳ ଛାଡିବେ ସ୍ପଷ୍ଟ ଶୁଣାଇ ଦେଇଛନ୍ତି । ଏନେଇ ଏଆଇସିସକୁ ଅବଗତ କରିବେ ବୋଲି ମଧ୍ୟ ଜଣାଇଛନ୍ତି । ବୁଧବାର ବିରୋଧି ଦଳ ନେତା ନରସଂହ…

ପରଲୋକରେ ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗ

ଷ୍ଟିଫେନ ହକିଙ୍ଗ, ବ୍ରିଟିଶର ତାତ୍ତ୍ୱିକ ପଦାର୍ଥ ବିଜ୍ଞାନୀ ୭୬ ବର୍ଷ ବୟସରେ ୟୁନିଭରସିଟି ଅଫ କେମ୍ବ୍ରିଜରେ ମୃତ୍ୟୁବରଣ କରିଛନ୍ତି । ସେ ଏକାଧାରରେ ଜଣେ ବୈ÷ଜ୍ଞାନିକ, ବିଶ୍ୱତତ୍ତ୍ୱ ବିଜ୍ଞାନୀ, ଜ୍ୟୋତି , ଗଣିତଜ୍ଞ ଏବଂ ଲେଖକ ମଧ୍ୟ । ତାଙ୍କର ଏକ ବହି “ଏ ବ୍ରିଫ ହଷ୍ଟ୍ରି ଅଫ ଟାଇମ” ୧୦…

ବିଶ୍ୱର ୨୦ ସହର ମଧ୍ୟରେ ଭୁବନେଶ୍ୱର

ବିଶ୍ୱରେ ୨୦ ସ୍ମାର୍ଟ ସିଟିକୁ ନେଇ ଗ୍ଲୋବାଲ ସିଟି ପର୍ଫର୍ମାନ୍ସ ଇଣ୍ଡେକ୍ସ-୨୦୧୭ ର୍ୟାଙ୍କିଙ୍ଗ୍ରେ ଭୁବନେଶ୍ୱର ସ୍ଥାନ ପାଇଛି ।ବିଶ୍ୱର ୨୦ଟି ସହରର ୪ଟି ମାନଦଣ୍ଡକୁ ଜୁନିପର ରିସର୍ଚ ଏକ ଆନ୍ତର୍ଜାତୀୟ ସଂସ୍ଥା ସର୍ଭେରେ ସିଙ୍ଗାପୁର ସହର ପ୍ରଥମ ସ୍ଥାନରେ ରହିଛି । ଆଧୁନିକ ଜ୍ଞାନକୌଶଳ…

ଭବିଷ୍ୟତରେ ପୁରୁଷ ବି ଗର୍ଭ ଧାରଣା କରିବେ !

ଭବିଷ୍ୟତରେ ପୁରୁଷ ବି ଗର୍ଭ ଧାରଣା କରିବାର ଅନୁଭବ ପ୍ରାପ୍ତ କରିପାରିବେ ! ଏକ ଟପ ଫର୍ଟିଲିଟି ଏକ୍ସପର୍ଟ ଡକ୍ଟର ରିଚାର୍ଡ ପଲସନ ଏହି ତଥ୍ୟ ପ୍ରକାଶ କରଛନ୍ତି । ଡକ୍ଟର ପଲସନଙ୍କ ମତରେ , ଯେଉଁଭଳି ଭାବରେ ଗର୍ଭାଶୟ ପ୍ରତ୍ୟାରୋପିତ କରିବା କୌଶଳ ଏବେ ମଜବୁତ ହେବାରେ ଲାଗିଛି , ତଦ୍ୱାରା…

ଟାଟା ମୋଟର୍ସର ସ୍ୱତନ୍ତ୍ର ମାର୍ଚ୍ଚ ମାସ ଅଫର

ଟାଟା ମୋଟର୍ସ ପକ୍ଷରୁ ଏହାର ଅନେକ ଗୁଡି଼ଏ ମଡ଼େଲ ଯେପରିକି ଟିଆଗୋ, ଟିଗୋର, ଜେଷ୍ଟ, ହେକ୍ସା ଏବଂ ସଫାରୀ ଷ୍ଟର୍ମ ପାଇଁ ରିହାତି ଘୋଷଣା କରାଯାଇଛି । ଏଥିରେ ୧ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବାକୁ ଥିବାବେଳେ ଏହା ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ବଳବତ୍ତର ରହିବ । କମ୍ପାନୀର…

ପାନାସୋନିକର ନାନୋଏ ଜ୍ଞାନକୌଶଳ ସହିତ ଏୟାର ପ୍ୟୁରିଫାଇଙ୍ଗ ଇନର୍ଭଟର ଏୟାର କଣ୍ଡିସନରର ଶୁଭାରମ୍ଭ

ଭୁବନେଶ୍ୱର –ପାନାସୋନିକ ଇଣ୍ଡିଆ ପକ୍ଷରୁ ନୂତନ ସ୍ତରର ଇନର୍ଭଟର ଏୟାର କଣ୍ଡିସନରର ଶୁଭାରମ୍ଭ କରାଯାଇଛି ଯାହା ପିଏମ ୨.୫ ଏବଂ ବାୟୁଜନିତ ଉପକକରଣକୁ ୯୯ ପ୍ରତିଶତ ପର୍ଯ୍ୟନ୍ତ ନିଷ୍କ୍ରିୟ କରୁଥିବା ନାନୋଏ କୌଶଳ ସହିତ ପ୍ରସ୍ତୁତ । ଚଳିତ ବର୍ଷ ଏୟାର କଣ୍ଡିସନର ବିଭାଗରେ ୬୦ତମ ବାର୍ଷିକ ଉତ୍ସବ…

ସାଓମିର ରେଡମି ନୋଟ୍ ୫ ପ୍ରୋ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ସାଓମି ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ରେଡ୍ମି ନୋଟ୍ ୫ ପ୍ରୋକୁ ଉନ୍ମୋଚନ କରାଯାଇଛି । ବାପୁଜୀ ନଗରସ୍ଥିତ ଲକ୍ଷ୍ମୀ ମୋବାଇଲରେ ଏହାକୁ ଉନ୍ମୋଚନ କରାଯା ଇଛି । ସାଓମିର ରାଜ୍ୟ ମୁଖ୍ୟ ଶ୍ରୀଯୁକ୍ତ ଅମିତ ପଣ୍ଡା, ସହର…

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ôଚଲା ସହିଦ ଯବାନ ମନୋରଞ୍ଜନ ଲେଙ୍କାଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର – ଛତିଶଗଡ ସୁକମା ଜିଲ୍ଲାରେ ମାଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନ ମନୋରଞ୍ଜନ ଲେଙ୍କାଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱର ବଜୁ ପଚ୍ଚନାୟକ ବିମାନ ବନ୍ଦରରେ ଆସି ପହଞ୍ଚିôଛି । ସେଠାରେ ରାଜ୍ୟ ସରାକରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ ପରେ ଅର୍ଥ ମନ୍ତ୍ରୀ…

ହିତକାରୀ ତୁଳସୀ ପତ୍ର

ସ୍ୱାସ୍ଥ୍ୟ ପାଇଁ ତୁଳସୀ ଖୁବ ଉପକାରୀ । ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହି ତୁଳସୀର ସେବନ ଦ୍ୱାରା ବହୁ ରୋଗରୁ ମୁକ୍ତି ପାଇପାରିବେ । ଏହା ଖୁବ ସହଜରେ ଉପଲବ୍ଧ ହୋଇଥାଏ ଏବଂ ଏହାର ବ୍ୟବହାର ମଧ୍ୟ ଖୁବ ସହଜ । ନିମ୍ନରେ ଏହାର କିଛି ଉପକାରିତା ସମ୍ପର୍କରେ ରହିିଛି ।୧. ପ୍ରତିଦିନ ମୁଠାଏ…