୧୧୪ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ବୌଦ୍ଧ ଭିକ୍ଷୁ

ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକରେ ଜଣେ ବୌଦ୍ଧ ଭିକ୍ଷୁଙ୍କୁ ୧୧୪ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ତାଙ୍କୁ ଯେଉଁ ଟଙ୍କା ଭଗବାନ ବୁଦ୍ଧଙ୍କର ପ୍ରତିମାକୁ ନିର୍ମାଣ କରିବା ପାଇଁ ମିଳିଥିଲେ ସେ ସେହି ଟଙ୍କାକୁ ହଡପ କରି ଏକ ବିଳାସପୂର୍ଣ୍ଣ କାର କିଣିଦେଇଥିବାର ଅଭିଯୋଗ…

ମାଇକେଲ ଜ୍ୟାକସନଙ୍କ ସମ୍ବନ୍ଧରେ କିଛି ଅକୁହା କଥା, ଯାହାକୁ ଆପଣ ମଧ୍ୟ ଜାଣିନଥିବେ

ମାଇକେଲ ଜ୍ୟାକସନଙ୍କ ନାମ କିଏବା ନା ଜାଣେ । ଆଜି ହେଉଛି ପ୍ରସିଦ୍ଧ ପପ୍ ଡ୍ୟାନସର ମାଇକେଲ ଜ୍ୟାକସନଙ୍କର ଜନ୍ମଦିନ । ଜୁନ ୨୦୦୯ରେ ତାଙ୍କର ହଠାତ ମୃତ୍ୟୁ ହୋଇଯାଇଥିଲା । ତାଙ୍କର ମୃତ୍ୟୁ ଖବର ଶୁଣି ସାରା ଦୁନିଆ ସ୍ତବ୍ଧ ହୋଇଯିବା ସହ ପ୍ରଶଂସକଙ୍କ ମନରେ ଶୋକର ଛାୟା ଖେଳିଯାଇଥିଲା । ମାଇକେଲ…

ବଲିଉଡର କେତେକ ପ୍ରସିଦ୍ଧ କଳାକାର ଯେଉଁମାନେ ବିବାହ ପୂର୍ବରୁ ଗର୍ଭଧାରଣ କରିଥିଲେ

ନେହା ଧୁପିଆ -୨୦୧୮ ମେ ୧୦ରେ ନେହା ଧୁପିଆ ଓ ଅଙ୍ଗଦ ବେଦୀ ପରସ୍ପରକୁ ହଠାତ ବିବାହ କରିଥିଲେ, ଯାହାକୁ ଦେଖି ସମସ୍ତ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ତାଙ୍କର ଏହି ହଠାତ ବିବାହ କରିବା ପଛର କାରଣ କେହି ଜାଣିପାରୁନଥିବାବେଳେ ଏବେ ନେହା ଧୁପିଆ ଗର୍ଭବତୀ ଥିବାର ଜଣାପଡିଛି । ଯାହାକି ନେହା ଖୋଦ…

୧୦ଟି କାର୍ଯ୍ୟ ଯାହା ହୃଦଘାତ ସମ୍ଭାବନାକୁ ବୃଦ୍ଧି କରିଥାଏ

ଆପଣ ଜାଣନ୍ତି କି ଆପଣଙ୍କ କିଛି ନିତିଦିନିଆ ଅଭ୍ୟାସ ଆପଣଙ୍କ ହୃଦୟକୁ ଆଘାତ ପହଞ୍ଚାଇପାରେ । ଏହା ସାମାନ୍ୟ ହେଲେ ମଧ୍ୟ ସ୍ଲୋ ପଏଜନ ପରି କାମ କରିଥାଏ । ଆମ୍ଭେମାନେ ନିଜକୁ ରୋଗମୁକ୍ତ କରିବା ପାଇଁ ବିଭିନ୍ନ ବ୍ୟାୟାମ, ପ୍ରାଣାୟମ କରିବା ସହିତ ଖାଦ୍ୟପେୟରେ ମଧ୍ୟ ଯତ୍ନବାନ ହୋଇଥାଉ । କିନ୍ତୁ…

ଆଡିଡାସ ରନିଂ ପକ୍ଷରୁ ବ୍ରାଣ୍ଡ୍-ନିୟୁ ପିଓରବୁଷ୍ଟ ଗୋ

ଆଡିଡାସ୍ ପକ୍ଷରୁ ଜୁଲାଇରେ ସୀମିତ ବ୍ଲାକ୍ ଓ ହ୍ୱାଇଟ୍ କଲର୍ୱେକୁ ଶୁଭାରମ୍ଭ କରିବା ପରେ ବର୍ତ୍ତମାନ କମ୍ପାନୀ ପକ୍ଷରୁ ପିଓରବୁଷ୍ଟ ଗୋର ଶୁଭାରମ୍ଭ କରାଯାଇଛି । ସ୍ୱତନ୍ତ୍ର ଭାବେ ରାସ୍ତାରେ ଦୌଡ଼ାଳିମାନଙ୍କ ପାଇଁ ଏବଂ ଦିଗ ପରିବର୍ତ୍ତନ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ଜୋତା ବହୁଳ…

କିପରି ଥିଲା ସନି ପାୱାରଙ୍କ ମୁମ୍ବାଇର ଏକ ବସ୍ତିରୁ ଆମେରିକାର ରେଡ କାର୍ପେଟ ପର୍ଯ୍ୟନ୍ତର ଯାତ୍ରା

କଠିନ ପରିଶ୍ରମ ଏବଂ ମନୁଷ୍ୟର ସୌଭାଗ୍ୟ ମଣିଷକୁ କେଉଁ ସ୍ତରରେ ପହଞ୍ଚାଇବ ତାହା କହିହେବ ନାହିଁ । ତେଣୁ କର୍ମ କରିଚାଲ ଏବଂ ଫଳର ଆଶା ରଖ ନାହିଁ ବୋଲି ମଧ୍ୟ ଗୀତାରେ ଉଲ୍ଲେଖ ରହିଛି । ତେଣୁ ନିଜର ମନୋବଳ ଏବଂ କର୍ମ ଉପରେ ସର୍ବଦା ବିଶ୍ୱାସ କରିବା ଉଚିତ । ମନୋବଳ ଉଚ୍ଚ ରଖି କର୍ମ କରି ଯେକୌଣସି…

ଆଫ୍ରିଦିଙ୍କୁ କିଏ ପ୍ରଥମେ “ବୁମ ବୁମ ଆଫ୍ରିଦି” ଡାକିଥିଲା, ଜାଣିଛନ୍ତି କି ?

ପାକିସ୍ତାନ କ୍ରିକେଟ ଟିମର ପୂର୍ବତ୍ତନ ଅଲ-ରାଉଣ୍ଡର ସଏଦ ଆଫ୍ରିଦି ବିଶ୍ୱର ସବୁଠାରୁ ବିସ୍ପୋଟକ ବ୍ୟାଟ୍ସମ୍ୟାନ ବୋଲି ତ ସମସ୍ତେ ଜାଣିଥିବେ । ତାଙ୍କ ନାମରେ ଅନେକ ରେକର୍ଡ ରହିଥିବାବେଳେ, ୩୭ଟି ବଲରେ ଶତକ ହାସଲ କରିବାର ରେକର୍ଡ ହେଉଛି ଅନ୍ୟତ୍ତମ । ଆଫ୍ରିଦିଙ୍କ ବିଷୟରେ ପ୍ରଶଂସକମାନେ ଏହା ତ…

ଶିକ୍ଷାରେ ଚିଟିଙ୍ଗକୁ ନେଇ ଇମ୍ରାନ ହାସମିଙ୍କ ଆଗାମୀ ଫିଲ୍ମ ‘ଚିଟ ଇଣ୍ଡିଆ’

ବଲିଉଡରେ ସିରିଏଲ କିସର ନାମରେ ଲୋକପ୍ରିୟ ଥିବା ଅଭିନେତା ଇମ୍ରାନ ହାସମି ଏବେ ତାଙ୍କର ଆଗାମୀ ଫିଲ୍ମ ‘ଚିଟ ଇଣ୍ଡିଆ’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଫିଲ୍ମଟିର ସୁଟିଙ୍ଗ ବର୍ତ୍ତମାନ ଲକ୍ଷେ୍ନø ଚାଲିଛି । ଇମ୍ରାନ ନିଜ ଟ୍ୱିଟରେ ଏହି ଫଟୋକୁ ସେୟାର କରିବା ସହ କ୍ୟାପସନରେ “ନକଲ ମେଁ ହି ଅକଲ…

ସାଓମି ପକ୍ଷରୁ ଏହାର ନୂତନ ଉପବ୍ରାଣ୍ଡ ପୋକୋର ଶୁଭାରମ୍ଭ

ଗ୍ଲୋବାଲ ଟେକ୍ନୋଲୋଜିରେ ଅଗ୍ରଣୀ ସାଓମି ପକ୍ଷରୁ ପ୍ରକୃତରେ ଆବଶ୍ୟକ କରୁଥିବା ଶ୍ରେଷ୍ଠ ପ୍ରଦର୍ଶନ ପ୍ରଦାନ ପାଇଁ ଏକ ନୂତନ ଉପ ବ୍ରାଣ୍ଡ, ପୋକୋର ଶୁଭାରମ୍ଭ କରାଯାଇଛି । ସାଓମିରେ ଉଚ୍ଚ-ଅନୁଭୂତି ପ୍ରାପ୍ତ ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ପୋକୋ ସ୍ମାର୍ଟଫୋନ ଅନୁଭୂତିକୁ ପୁନଃସ୍ଥାପନ…

କେବଳ ୧୦,୦୦୦ରୁ ଆରମ୍ଭ ହୋଇ ୩ ଲକ୍ଷ କୋଟିରେ ପହଞ୍ଚିଥିବା ଇନଫୋସିସର କାହଣୀ

ଦେଶର ସର୍ବବୃହତ ଆଇଟି କମ୍ପାନୀ ଇନଫୋସିସର ନାମ ତ ସମସ୍ତେ ଶୁଣିଥିବେ । ସଫଳ ଆଇଟି କମ୍ପାନୀ ଗୁଡିକ ମଧ୍ୟରୁ ଇନଫୋସିସ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛି । ତେବେ ଆପଣ ଜାଣିଛନ୍ତି କି କିପରି ଏହି କମ୍ପାନୀର ପ୍ରତିଷ୍ଠା କିପରି ହୋଇଥିଲା ଏବଂ ଏହାର ପ୍ରତିଷ୍ଠାତା…