ରତ୍ନ ଭଣ୍ଡାର ଖୋଲିବା ପାଇଁ ଚିଠି ଲେଖି ଅନୁମତି ମାଗିଲା ଏଏସଆଇ

Share It

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପାଇଁ ଏଏସଆଇ ପକ୍ଷରୁ ଚିଠି ଲେଖି ଶ୍ରାମନ୍ଦଜିର ମୁକ୍ୟ ପ୍ରଶାସକଙ୍କୁ ଅନୁମତି ମଗାଯାଇଛି । ପୂର୍ବରୁ ବାହାର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯାଇଥିବାରୁ ବର୍ତ୍ତମାନ ଭିତର ରତ୍ନଭଣ୍ଡାର ଖୋଲାଯାଇପାରିନଥିଲା । ରତ୍ନଭଣ୍ଡାର କୋଲିବାକୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
୨୦୧୮ରେ ହାଇକୋର୍ଟ ନିଦେ୍ର୍ଦଶ ଅନୁଯାୟୀ ଏପ୍ରିଲ ୨ରେ ୧୭ଜଣିଆ ଟିମ ଭିତର ରତ୍ନଭଣ୍ଡାର ଖୋଲିନପାରି ଫେରି ଆସିଥିଲେ । ଏହା ପରେ ସାର୍ବଜନୀନ ଭାବେ ରତ୍ନଭଣ୍ଡାର ଖୋଲିବା ପାଇଁ କୁହାଯାଇଥିଲା ।


Share It

Comments are closed.