ନୀମ୍ ଓ ଟୀ ଟ୍ରି ରେଞ୍ଜ୍‌ର ଉନ୍ମୋଚନକୁ ସେଲିବ୍ରେଟ୍ କରିଛି ଅରୋମା ମ୍ୟାଜିକ୍ ଇଣ୍ଡିଆ


ଭୁବନେଶ୍ୱର : ବ୍ଲସମ୍ କୋଚର୍ ଅରୋମା ମ୍ୟାଜିକ୍ ଗର୍ବର ସହ ଏହାର ନୂଆ ନୀମ୍ ଓ ଟୀ ଟ୍ରି ରେଞ୍ଜ୍‌ର ଲଂଚ୍ ଘୋଷଣା କରିଛି । ଏହି ରେଞ୍ଜ୍‌ରେ ୬ଟି ପ୍ରଡକ୍ଟ ରହିଛି ଏବଂ ଏଥିରେ ନୀମ୍ ଓ ଟୀ ଟ୍ରି ଅଛି ଯାହା ଆଂଟିଅକ୍ସିଡାଂଟ୍‌ରେ ସମୃଦ୍ଧ ଅଟେ ଏବଂ ଏଥିରେ ତ୍ୱଚାକୁ ସୁସ୍ଥ ଓ ଉଜ୍ଜ୍ୱଳମୟ କରିବା ପାଇଁ ଆଂଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ଏହି ରେଞ୍ଜ୍‌ରେ ଶକ୍ତିଶାଳୀ ଆଂଟିମାଇକ୍ରୋବାୟାଲ କମ୍ପାଉଣ୍ଡ ଓ ଗୁଣ ସହିତ ଭିଟାମିନ୍ ସି ଓ ମିନେରାଲ ରହିଛି ଯାହା ତ୍ୱଚାକୁ ଅନେକ ଉପାୟରେ ଲାଭ ପହଂଚାଇଥାଏ ।

ଏସମ୍ପର୍କରେ ବ୍ଲସମ୍ କୋଚର୍ ଗ୍ରୁପ୍ ଅଫ୍ କମ୍ପାନୀଜ୍‌ର ଅଧ୍ୟକ୍ଷ, ପାୟୋନିୟର ଅରୋମାଥେରାପିଷ୍ଟ ଡଃ ବ୍ଲସମ୍ କୋଚର୍ କହିଛନ୍ତି, ‘ ଏହି ନୂତନ ରେଞ୍ଜ୍ ନିଆସିନାମାଇଡ୍ ଦ୍ୱାରା ପରିଚାଳିତ ଏବଂ ଏହା ଆପଣଙ୍କୁ ସର୍ବାଧିକ ଲାଭ ପ୍ରଦାନ କରିବା ପାଇଁ ଅରୋମାଥେରାପି ଓ ଆୟୁର୍ବେଦ ଉପରେ ଆଧାରିତ । ଏହି ଉତ୍ପାଦଗୁଡିକ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ କେତେ ମ୍ୟାଜିକାଲ ହୋଇପାରେ ତାହାକୁ ଦେଖିବା ପାଇଁ ମୁଁ ଉତ୍ସାହିତ ରହିଛି ।’

ନିଆସିନାମାଇଡ୍ ଦ୍ୱାରା ପରିଚାଳିତ ଏହି ଆଂଟି-ପିମ୍ପଲ୍ ଜେଲ୍ ପିମ୍ପଲ୍ ଓ ଆକ୍‌ନେକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହି ନ୍ୟାଚୁରାଲ ଜେଲ୍‌କୁ ନୀମ୍ ଅଏଲ୍ ବା ନୀମ ତେଲ ଓ ଲାଭେଣ୍ଡର ଏସେନ୍ସିଆଲ ଅଏଲ୍‌ର ଏକ୍ସଟ୍ରାକ୍ଟ ଥିବା ସ୍ଥାୟୀ ଉତ୍ସଗୁଡିକରୁ ଅଣାଯାଇଛି ଯାହା ଏହାର ଆଂଟି-ଇନ୍‌ଫ୍ଲାମେଟୋରୀ ଗୁଣ ସହିତ ଆପଣଙ୍କ ତ୍ୱଚାକୁ ଟାଇଟ୍ ଓ ଶାନ୍ତ ଅନୁଭବ କରାଇଥାଏ । ଆଲୋଭେରା ଓ ଟୀ ଟ୍ରିର ଏକ ମିଶ୍ରଣ ଆପଣଙ୍କ ପୋର୍‌ଗୁଡିକୁ ଅନ୍‌କ୍ଲଗ୍ କରିଥାଏ ଓ ଆପଣଙ୍କୁ ସଫା ଓ ନରମ ତ୍ୱଚା ପ୍ରଦାନ କରିଥାଏ । ଏହି ସଲ୍ୟୁଶନରେ ୱିଚ୍ ହାଜେଲ ନିଆସିନାମାଇଡ୍ (୫%) ଓ କ୍ୟୁକମ୍ବର ଜୁସ୍ ରହିଛି ଯାହା ରେଡ୍‌ନେସ୍ ବା ଲାଲପଣ ହ୍ରାସ କରିଥାଏ ଏବଂ ତ୍ୱଚାକୁ ଶୁଦ୍ଧ କରିବା ସହ ଆପଣଙ୍କୁ ଏକ ସ୍ମୁଥ୍ ଓ ସଫ୍ଟ ଅନୁଭବ ଦେଇଥାଏ ।

 


Share It

Comments are closed.