ଆଜିଓ ନେଇଆସିଛି ଭାରତର ହଟେଷ୍ଟ ଫେସନ ସେଲ୍‌: ଆଜିଓ ବିଗ୍ ବୋଲ୍ଡ ସେଲ୍‌


ମୁମ୍ବାଇ / ଭୁବନେଶ୍ୱର: ଆଜିଓ (AJIO), ଯାହାକି ଭାରତର ଅଗ୍ରଣୀ ଅନଲାଇନ୍ ଫେସନ ଇ-ରିଟେଲର ଏବଂ ନୂତନ ଟ୍ରେଣ୍ଡ୍‌ସଦ୍ୟତମ ଷ୍ଟାଇଲ୍ ଓ ହାଇ-ଅନ୍ ଫେସନ ପାଇଁ ବେଶ୍ ଲୋକପ୍ରିୟଏବେ ନେଇଆସିଛି ବିଗ୍ ବୋଲ୍ଡ ସେଲ୍‌ଯାହା ୧ ରୁ ୫ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଜାରି ରହିବ ଏବଂ ଅନ୍‌ଲାଇନ୍ ସପିଙ୍ଗ୍ ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିବ ।

ଆଜିଓ ବିଗ୍ ବୋଲ୍ଡ ସେଲ୍ ହେଉଛି ଏପର୍ଯ୍ୟନ୍ତ ଫେସନର ସବୁଠାରୁ ବୃହତ୍ ଓ ଆକର୍ଷଣୀୟ ସେଲ୍ ଯେଉଁଥିରେ ୬,୦୦,୦୦୦ ରୁ ଅଧିକ ଷ୍ଟାଇଲ୍ ଓ ୨୫୦୦ରୁ ଅଧିକ ବ୍ରାଣ୍ଡ୍ ରହିଥିବା ବିଶାଳ କ୍ୟଟ୍‌ଲଗ୍ ସହିତ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେଉଛି ।

ଏହି ଆକର୍ଷଣୀୟ ସେଲରେ ଅନେକ ଗୁଡ଼ିଏ ଅତୁଳନୀୟ ଅଫର ପ୍ରଦାନ କରାଯାଉଛି । ସ୍ୱଳ୍ପ ମୂଲ୍ୟସ୍ୱତନ୍ତ୍ର ଘଣ୍ଟିକିଆ ଡିଲ୍‌ଉପହାର ଓ ପଏଂଟ ଅର୍ଜନ ସହିତ ସାରା ଦେଶର ଗ୍ରାହକମାନଙ୍କ ପାଇଁ ଏହି ଆଜିଓ ବିଗ୍ ବୋଲ୍ଡ ସେଲ୍‌ରେ ବିଶ୍ୱର ଲୋକପ୍ରିୟ ବ୍ରାଣ୍ଡ୍ ଯଥା ନାଇକ୍‌ପ୍ୟୁମାଆଦିଦାସ୍‌ଲିଭାଇସ୍‌ୟୁନାଇଟେଡ୍ କଲର୍ସ ଅଫ୍ ବେନେଟନ୍ ଏବଂ ଆହୁରି ଅନେକ ବ୍ରାଣ୍ଡ୍ ଆକର୍ଷଣୀୟ ଅଫର ସହିତ ଉପଲବ୍ଧ ରହିଛି ।

ଏହି ବିଶାଳ ଉତ୍ସବରେ ପ୍ରସିଦ୍ଧ ଫାସନିଷ୍ଟା ଅଭିନେତ୍ରୀ ସୋନମ୍ କପୁର ଓ ଲୋକପ୍ରିୟ ତାରକା ଗୁରୁ ରନ୍ଧାୱାଶ୍ରୁତି ହସନ୍‌କାଜଲ ଅଗ୍ରୱାଲ୍ ଓ ମୌନି ରଏ ଆଦି ଫେସନ୍ କୁ ଆହୁରି ଆକର୍ଷଣୀୟ କରୁଥିବା ଦେଖିବାକୁ ମିଳିବ ।

ଏହି ସେଲ୍‌ରେ ସଭିଙ୍କ ପାଇଁ କିଛି ନା କିଛି ରହିଛି । ଆପଣ ନୂତନ ଷ୍ଟାଇଲକୁ କମ୍ ମୂଲ୍ୟରେ ପାଇପାରିବେ ଓ ଏଥିରେ ୫୦% ରୁ ୯୦% ପର୍ଯ୍ୟନ୍ତ ଛାଡ଼ ରହିଛି । ଏହା ସହିତ ଲୋକପ୍ରିୟ ବର୍ଗ ଯଥା ଟି-ସାର୍ଟଜିନ୍ସକୁର୍ତା ଓ ସ୍ନିକରରେ ଅତୁଳନୀୟ ଡିଲ୍‌ର ସୁଯୋଗ ମଧ୍ୟ ରହିଛି । ଆକର୍ଷଣୀୟ ମୂଲ୍ୟ ବ୍ୟତୀତଆଜିଓ ମଧ୍ୟ ଏହି ସେଲ୍ ଅବଧିରେ ଅନେକ ଗୁଡ଼ିଏ ଆନ୍ତର୍ଜାତିକ ବ୍ରାଣ୍ଡର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ଆଜିଓ ଦେଶର ଲୋକପ୍ରିୟ ଫେସନ୍ ପ୍ଲାଟଫର୍ମରେ ପରିଣତ ହୋଇଛି ଏବଂ ଏଥିରେ ପୁରୁଷ ଓ ମହିଳାମାନଙ୍କର ଅନେକ ଗୁଡ଼ିଏ ସ୍ୱତନ୍ତ୍ର ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀ କଲେକ୍ସନର ସମ୍ଭାର ରହିଛି ।


Share It

Comments are closed.