ଓଡ଼ିଶାର କୃଷକ ପିଏମ୍ ସୂର୍ଯ୍ୟ ଘର ଯୋଜନା ଅଧୀନରେ ରୁଫଟପ ସୋଲାର ସ୍ଥାପନ କରି ଖର୍ଚ୍ଚ ବଞ୍ଚାଇବା ଏବଂ ସବୁଜ ଶକ୍ତି ବ୍ୟବହାରର ପଥ ପ୍ରଦର୍ଶକ ପାଲଟିଛନ୍ତି
- ପିଏମ ସୂର୍ଯ୍ୟ ଘର ଯୋଜନା ଅଧୀନରେ ବ୍ୟାଙ୍କ ଅଫ ବରୋଦା ଓଡ଼ିଶା ସହିତ ସାରା ଦେଶର ହଜାର ହଜାର ପରିବାରର ଜୀବନକୁ ରୂପାନ୍ତରିତ କରୁଛି
- ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କ ଏବେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଏକ ଏଣ୍ଡ-ଟୁ-ଏଣ୍ଡ ଡିଜିଟାଲ ପ୍ରକ୍ରିୟା ଆରମ୍ଭ କରିଛି
Comments are closed.