ଆଇସିଆଇସିଆଇ ବ୍ୟାଙ୍କର ଫେଷ୍ଟିଭାଲ ବୋନାଞ୍ଜାରେ ଶୀର୍ଷ ବ୍ରାଣ୍ଡ ଉପରେ ବ୍ଲକବଷ୍ଟର ଡିଲ
- ଫ୍ଲିପକାର୍ଟ ବିଗ ବିଲିୟନ ଡେଜରେ ୪୫୦୦ ଟଙ୍କା ପର୍ଯ୍ୟନ୍ତର ୧୦% ଅତିରିକ୍ତ ରିହାତି
- ଆଇଫୋନ ୧୭ ଓ ଅନ୍ୟାନ୍ୟ ଆପଲ ଉତ୍ପାଦ ଉପରେ ୬୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ କ୍ୟାସବ୍ୟାକ
- ଏଲଜି, ହାୟର ଓ ପାନାସୋନିକର ଇଲେକ୍ଟ୍ରୋନିକ୍ସ ଉପରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ/ରିହାତି
- ଅନଲାଇନ୍ କ୍ରୟ: ୨୦୨୫ ସେପ୍େଟମ୍ବରରୁ ୨୩ ଅକ୍ଟୋବର ୨ ପର୍ଯ୍ୟନ୍ତ ଆରମ୍ଭ ହେଉଥିବା ଫ୍ଲିପକାର୍ଟ ବିଗ ବିଲିୟନ ଡେଜରେ ୪,୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ୧୦% ରିହାତି।
- ମୋବାଇଲ୍ ଫୋନ୍: ଆଇଫୋନ୍ ୧୭ ରେ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ କ୍ୟାଶବ୍ୟାକ, ଓନପ୍ଲସରେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି, ନଥିଂ ସ୍ମାର୍ଟଫୋନରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି।
- ଇଲେକ୍ଟ୍ରୋନିକ୍ସ: ଏଲଜି, ହାୟର, ପାନାସୋନିକ୍, ବ୍ଲୁଷ୍ଟାର୍ ଏବଂ ଜେବିଏଲ୍ ଆଦି ବିଭିନ୍ନ ଇଲେକ୍ଟ୍ରୋନିକ୍ ବ୍ରାଣ୍ଡଗୁଡିକରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍/ରିହାତି। ଗ୍ରାହକମାନେ କ୍ରୋମା ଏବଂ ରିଲାଏନ୍ସ ଡିଜିଟାଲରେ ବିଭିନ୍ନ ଉତ୍ପାଦରେ ଆକର୍ଷଣୀୟ ରିହାତି ପାଇପାରିବେ।
- ଫ୍ୟାଶନ୍: ଟାଟାକ୍ଲିକ ୧୫% ରିହାତି ଓ ଆଜିଓରେ ୧୦% ରିହାତି।
- ଭ୍ରମଣ: ମେକମାଇଁଟ୍ରିପ୍, ଗୋଆଇବିବୋ, ୟାତ୍ରା, ଇଜମାଇଁଟ୍ରିପ୍, ଇକ୍ସିଗୋ, ପେଟିଏମ୍ ଫ୍ଲାଇଟ ଆଦି ବିଭିନ୍ନ ଭ୍ରମଣ ପ୍ଲାଟଫର୍ମରେ ବିମାନ, ହୋଟେଲ୍ ଏବଂ ଛୁଟିଦିନ ବୁକିଂ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି।
- କିରାଣା ସାମଗ୍ରୀ: ବିଗବାସ୍କେଟ୍, ବ୍ଲିଙ୍କଇଟ ଏବଂ ସ୍ୱିଗି ଇନଷ୍ଟାମାର୍ଟରେ ରିହାତି।
- ଖାଦ୍ୟ ଏବଂ ମନୋରଂଜନନ: ସ୍ୱିଗି, ଇଜିଡିନର, ବିରିଆନି ବାଏ କିଲୋ ଏବଂ ଡିଷ୍ଟ୍ରିକ୍ଟରେ ରିହାତି।
- ଆସବାବପତ୍ର ଏବଂ ଗୃହ ସାଜସଜ୍ଜା: ପେପରଫ୍ରାଏ, ଲିଭସ୍ପେସ ଏବଂ ଦି ସ୍ଲିପ୍ କମ୍ପାନି ଆଦି ବ୍ରାଣ୍ଡଗୁଡିକରେ ୩୫% ପର୍ଯ୍ୟନ୍ତ ରିହାତି।
- ବିଶେଷ ଅଫର: ଆଭିସ୍, ୱେଲକମ୍ ହେରିଟେଜ୍, ନାସର୍ ମାଇଲ୍ସ୍, ଡେଲିଅବଜେକ୍ଟସ, ଆଇଜିପି, ଏଲିଭାସ୍, ଆଲୟା ଷ୍ଟେ’ ଏବଂ ଷ୍ଟର୍ଲିଂ ହଲିଡେ ଆଦି ବ୍ରାଣ୍ଡଗୁଡିକରେ ୩୫% ପର୍ଯ୍ୟନ୍ତ ରିହାତି ।
- ଗୃହ ଋଣ: ବେତନଭୋଗୀ ଗ୍ରାହକଙ୍କ ପାଇଁ ୫,୦୦୦ ଟଙ୍କା (ଟିକସ ସହିତ) ବିଶେଷ ପ୍ରୋସେସିଂ ଫି’; ମନୋନୀତ କର୍ପୋରେଟ୍ ପାଇଁ ସୁଧର ବିଶେଷ ହାର । ଏହି ଅଫର୍ ୨୦୨୫ ଡିସେମ୍ବର ୧୫ ପର୍ଯ୍ୟନ୍ତ ବୈଧ।
- ଗାଡ଼ି ଋଣ: ତତ୍କାଳ ଗାଡ଼ି ଋଣ ପାଇଁ ଯୋଗ୍ୟ ଗ୍ରାହକଙ୍କ ପାଇଁ ୯୯୯ ଟଙ୍କା (ଟିକସ ସହିତ) ବିଶେଷ ପ୍ରୋସେସିଂ ଫି’। ବେତନଭୋଗୀ ଗ୍ରାହକଙ୍କ ପାଇଁ ୨,୯୯୯ ଟଙ୍କା (ଟିକସ ସହିତ) ବିଶେଷ ପ୍ରୋସେସିଂ ଫି’। ମନୋନୀତ କର୍ପୋରେଟ୍ ପାଇଁ ସୁଧର ବିଶେଷ ହାର। ଏହି ଅଫର୍ ୨୦୨୫ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୈଧ।
- ବ୍ୟକ୍ତିଗତ ଋଣ: ୯.୯୯%ରୁ ଆରମ୍ଭ ହେଉଥିବା ସୁଧର ବିଶେଷ ହାର। ଏହି ଅଫର୍ ୨୦୨୫ ସେପ୍େଟମ୍ବର ୩୦ ପର୍ଯ୍ୟନ୍ତ ବୈଧ।
- ବନ୍ଧକ ବଦଳ ଋଣ: ୧,୦୦୦ ଟଙ୍କା (ଟିକସ ସହିତ, ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମୂଲ୍ୟ ପାଇଁ) ବିଶେଷ ପ୍ରୋସେସିଂ ଫି’। ଏହି ଅଫର୍ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ବାସନ୍ଦ। ଏହି ଅଫରଗୁଡ଼ିକର ଲାଭ ଉଠାଇବା ପାଇଁ ନିକଟତମ ଅଇସିଆଇସିଆଇ ବ୍ୟାଙ୍କ ଶାଖା ପରିଦର୍ଶନ କରନ୍ତୁ। ଅଫର ଉପରେ ସର୍ତାବଳୀ ଲାଗୁ। ଫେଷ୍ଟିଜ ବୋନାଞ୍ଜା ଅଫର ବିଷୟରେ ଜାଣିବା ପାଇଁ ପରିଦର୍ଶନ କରନ୍ତୁ: https://www.icicibank.com/campaigns/bonanza/index.html
Comments are closed.