ପିତୃ ଦିବସରେ ଆପଣଙ୍କ ପିତାଙ୍କ ପାଇଁ ମୋଦିକେୟାର ଆକର୍ଷଣୀୟ ଉପହାର ସମ୍ଭାର


ଭୁବନେଶ୍ୱର: ପିତୃ ଦିବସ ପାଖେଇ ଆସିଥିବା ବେଳେ ପିତାଙ୍କ ପ୍ରତି ନିଜ ଭଲ ପାଇବା ପ୍ରଦର୍ଶନ କରିବା ତଥା ଭଲ ପାଇବା ଓ ମାର୍ଗଦର୍ଶନକୁ ପାଳନ କରିବାର ସମୟ । ନିଜ ଭଲ ପାଇବା ପରିପ୍ରକାଶ କରିବା ନିମନ୍ତେ ଉପହାରଟିଏ ଚୟନ କରିବା କଷ୍ଟକର କାମ ହୋଇଛି । ଯାହାକୁ ସହଜ କରିବା ପାଇଁ ମୋଦିକେୟାର ପକ୍ଷରୁ ବ୍ୟାପକ ସମ୍ଭାରରୁ ଉପହାର ଚୟନ କରିବା ପାଇଁ ବିକଳ୍ପ ପ୍ରଦାନ କରୁଛି ।

ମୋଦିକେୟାରର ଭେଲୋସିଟି ପୁରୁଷ ଗ୍ରୁମିଂ ଉତ୍ପାଦ । ଏଥିରେ ଅଏଲ୍‌-କ୍ଲିୟର ଫେସ୍‌ୱାସ୍‌ଠାରୁ ସେଭିଂ କ୍ରିମ୍ ପର୍ଯ୍ୟନ୍ତ ବିଭିନ୍ନ ଉତ୍ପାଦ ରହିଛି । ସେଗୁଡ଼ିକର ମୂଳ୍ୟ ୮୫ ଟଙ୍କାରୁ ଆରମ୍ଭ ହୋଇଛି । ଭେଲୋସିଟି ମେନ୍ ଡିଓଡ୍ରାଇଜିଂ ବଡି ସ୍ପ୍ରେର ଦାମ୍ ୨୨୮ ଟଙ୍କା ଥିବା ବେଳେ ଭେଲୋସିଟି ଡିଓଡ୍ରାଇଜିଂ ବଡି ଟକ୍‌ର ଦାମ୍ ୮୫ ଟଙ୍କା ରହିଛି । ଭେଲୋସିଟି ମେନ୍ ଅଏଲ୍ କ୍ଲିୟର୍ ଫେସ୍ ୱାସ୍ ଦାମ୍ ୧୪୭ ଟଙ୍କା ଥିବା ବେଳେ ଭେଲୋସିଟି ମେନ୍ ଫେୟାରନେସ୍ କ୍ରିମ୍‌ର ଦାମ୍ ୧୫୫ ଟଙ୍କା ରହିଛି ।

କଳା ରଙ୍ଗର ଡାଏଲ୍ ସହ ଏସ୍‌ଏମ୍ ମେନ୍‌ସ ଗୋଲ୍ଡ ହାତଘଂଟା ମୋଦିକେୟାର ସମ୍ଭାରରେ ରହିଛି । ଏଥିରେ କ୍ଲାସିକ୍‌ର ଆକର୍ଷଣ ସହିତ ଆଧୁନିକ ସୌନ୍ଦର୍ଯ୍ୟର ସମିଶ୍ରଣ ରହିଛି । ଏହାର ହଳଦିଆ ସୁନା ରଙ୍ଗର ପିଭିଡବ୍ଲୁ ପ୍ଲେଟ୍ କେସ୍ ସୌନ୍ଦର୍ଯ୍ୟ ବଢ଼ାଉଥିବା ବେଳେ ଏଥିରେ ଭରସାଯୋଗ୍ୟ ଜାପାନର କ୍ୱାର୍ଜ ରହିଛି । ଏହାର ମୂଲ୍ୟ ୪୫୯୯ ଟଙ୍କା ରହିଛି । ଏହି ପିତୃ ଦିବସରେ ହାତଘଂଟା ପିତାଙ୍କ ପାଇଁ ଶ୍ରେଷ୍ଠ ଉପହାର ହେବ ।

ମୋଦିକେୟାରର ଅର୍ବାନ କଲର ଲଣ୍ଡନର ବ୍ଲୁ ଲାଇଟ୍ ସେଡ୍ ରେଂଜ୍‌ରେ ବହୁ ପ୍ରକାର ଜିନିଷ ରହିଛି । ଏହି ପିତୃ ଦିବସରେ ପିତାଙ୍କ ଚର୍ମର ଯତ୍ନ ନେବା ଓ ସୁରକ୍ଷା ପ୍ରଦାନ କରିବା ଲାଗି ମୋଦିକେୟାରର ଅର୍ବାନ କଲର ଲଣ୍ଡନ ବ୍ରାଣ୍ଡକୁ ବ୍ୟବହାର କରିହେବ । ଆଜିର ଡିଜିଟାଲ୍ ଯୁଗରେ ଡିଭାଇସ୍‌ରୁ ସୃଷ୍ଟି ହେଉଥିବା ବ୍ଲୁ ଲାଇଟ୍‌ରୁ ପିତାଙ୍କ ଚର୍ମକୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି । ମୋଦିକେୟାରର ଏହି ଉତ୍ପାଦଗୁଡ଼ିକରେ ବ୍ଲୁ ଲାଇଟ୍‌ରୁ ସୁରକ୍ଷା ଦେବା ଉପାଦାନ ରହିଛି । ଏଥିରେ କାରୋଟୋଲିନୋ ଉପାଦାନ ରହିଛି ଯାହା ଚର୍ମକୁ ବ୍ଲୁ ଲାଇଟ୍‌ରୁ ସୁରକ୍ଷା ପ୍ରଦାନ କରିବ ।
ଏହି ଉତ୍ପାଦ ବର୍ଗମାଳାରେ ଥିବା ବେଳେ ବ୍ଲୁ ଲାଇଟ୍ ସିଲ୍ଡ ଜେଂଟଲ୍ ଫେସ୍‌ୱାସ୍‌ର ଦାମ୍ ୫୦୦ ଟଙ୍କା ରହିଛି । ବ୍ଳୁ ଲାଇଟ୍ ସିଲ୍ଡ ରିସରଫେସିଂ ଜେଲ୍ ସ୍କ୍ରବ୍‌ର ଦାମ୍ ୫୫୦ ଟଙ୍କା ରହିଛି । ବ୍ଲୁ ଲାଇଟ୍ ସିଲ୍ଡ ଡିପ୍ କ୍ଲିନ୍ କଫି ମାସ୍କର ଦାମ୍ ୬୭୦ ଟଙ୍କା ରହିଛି । ବ୍ଲୁ ଲାଇଟ୍ ସିଲ୍‌ଠ ରିସେଟ୍ ସିରମ୍ ଅଏଲ୍‌ର ଦାମ୍ ୫୫୦ ଟଙ୍କା ଥିବା ବେଳେ ବ୍ଲୁ ଲାଇଟ୍ ସିଲ୍ଡ ମଏଶ୍ଚରାଇଜିଂ କ୍ରିମ୍‌ର ଦାମ୍ ୬୫୦ ଟଙ୍କା ରହିଛି ।


Share It

Comments are closed.