କ୍ରୋମାର ସାଧାରଣତନ୍ତ୍ର ଦିବସ ୨୦୨୫ ସେଲ୍‌ରେ ଉଲ୍ଲେଖନୀୟ ମୂଲ୍ୟ ହ୍ରାସ, ଅଭୁଲା ସଂଚୟର ସୁଯୋଗ

Share It

ଭୁବନେଶ୍ୱର: ଏହି ସାଧାରଣତନ୍ତ୍ର ଦିବସରେ କ୍ରୋମା ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ହୋମ୍ ଆପ୍ଲାଏନ୍‌ସେସ୍ ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ କରାଯାଇଛି। ବହୁ ପ୍ରତିକ୍ଷୀତ ସାଧାରଣତନ୍ତ୍ର ଦିବସ ସେଲ୍ ୨୦୨୫ ଜାନୁଆରି ୧୬ରୁ ଆରମ୍ଭ ହୋଇ ୨୬ ପର୍ଯ୍ୟନ୍ତ ଚାଲିବ ଯେଉଁଥିରେ ଷ୍ଟୋର୍ ଭିତରେ, କ୍ରୋମା ଡଟ୍ କମ୍‌ରେ ଓ ଟାଟା ନିଉ ଆପ୍‌ରେ ଅତୁଲ୍ୟ ଡିଲ୍ ରହିଛି।
କ୍ରୋମାର ସାଧାରଣତନ୍ତ୍ର ଦିବସ ସେଲ୍ ଗ୍ରାହକମାନଙ୍କୁ ଇଲେକ୍ଟ୍ରୋନିକ୍ସ ଏବଂ ଘରୋଇ ଉପକରଣ ଉପରେ ସର୍ବୋତମ ମୂଲ୍ୟ ସହିତ ସେମାନଙ୍କ ଜୀବନଶୈଳୀକୁ ଉନ୍ନତ କରିବାର ଉପଯୁକ୍ତ ସୁଯୋଗ ପ୍ରଦାନ କରୁଛି। ୨୦୨୫ ଜାନୁଆରୀ ୨୩ରୁ ଆରମ୍ଭ ହେଉଥିବା ଏହି ସେଲ୍‌ରେ ୧.୫ଟି ୩ ଷ୍ଟାର ଏସି ୨୫,୬୯୦ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ୨୪,୫୯୦ ଟଙ୍କାରୁ ଆରମ୍ଭ ହେଉଛି କ୍ରୋମା ୩୦୩ଏଲ ଫ୍ରଷ୍ଟ ଫ୍ରି ଫ୍ରିଜ୍‌। ୧୪,୩୯୦ ଟଙ୍କାରୁ ଆରମ୍ଭ ହେଉଥିବା କ୍ରୋମା ୮ କେଜି ଟପ୍ ଲୋଡ୍ ୱାସିଂ ମେସିନ୍ ସହିତ ସଫା କରିବା ସହଜ କରନ୍ତୁ । ୨୧,୬୯୦ ଟଙ୍କାରୁ ଆରମ୍ଭ ହେଉଥିବା କ୍ରୋମା ୭ କେଜି ଫ୍ରଂଟ୍ ଲୋଡ୍ ୱାସିଂ ମେସିନ୍ ଚୟନ କରନ୍ତୁ। ହୋମ୍ ମନୋରଞ୍ଜନ ପ୍ରେମୀମାନେ ୫୫ ଇଂଚ୍ ୟୁଏଚଡି ଟିଭିକୁ ୩୦,୯୯୦ ଟଙ୍କାରେ କିମ୍ବା ପ୍ରିମିୟମ୍ ୬୫ ଇଂଚ୍‌ର ୟୁଏଚଡି ଗୁଗୁଲ୍ ଟିଭିକୁ ମାତ୍ର ୪୨,୯୯୦ ଟଙ୍କାରେ କିଣିପାରିବେ। ୨୬,୫୩୦ ଟଙ୍କାରୁ ଆରମ୍ଭ ହେଉଥିବା ଇଂଟେଲ୍ ଆଇ୩ ଲାପଟପ୍ ସହ ପ୍ରଯୁକ୍ତି ପ୍ରେମୀ ଗ୍ରାହକମାନେ ଅପରାଜେୟ ଡିଲ୍ ଉପଭୋଗ କରିପାରିବେ। ଯେଉଁମାନେ ନୂଆ ଗ୍ୟାଜେଟ୍ ଖୋଜୁଛନ୍ତି ସେମାନଙ୍କ ପାଇଁ ସାମସଙ୍ଗ ଗାଲାକ୍ସି ଫୋଲ୍‌ଡ ୫ ମାତ୍ର ୯୮,୯୯୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଆପଲ୍ ଆଇଫୋନ୍ ୧୬ର ମୂଲ୍ୟ ୩୯,୪୯୦ ଟଙ୍କାରୁ ଆରମ୍ଭ ହୋଇଛି।
କ୍ରୟକୁ ଆହୁରି ଲାଭଦାୟକ କରିବା ପାଇଁ ଗ୍ରାହକମାନେ ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆମେକ୍ସ, ବିଓବି କାର୍ଡ, ଫେଡେରାଲ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ସାଉଥ୍ ଇଣ୍ଡିଆନ୍ ବ୍ୟାଙ୍କ ଏବଂ ଏଚଏସବିସିର ବ୍ୟାଙ୍କ କାର୍ଡ ଉପରେ ୨୬,୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ କ୍ୟାସବ୍ୟାକ୍ ସହିତ ସ୍ୱତନ୍ତ୍ର ଅଫରର ଲାଭ ଉଠାଇପାରିବେ। ଏହାବ୍ୟତୀତ ଗ୍ରାହକମାନେ ବଜାଜ ଫିନସର୍ଭ, ଏଚଡିବି ଫାଇନାନ୍ସିଆଲ ସର୍ଭିସ, ଏଚଡିଏଫସି ବ୍ୟାଙ୍କ ଏବଂ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଭଳି କଞ୍ଜ୍ୟୁମର ଫାଇନାନ୍ସ କମ୍ପାନି ଜରିଆରେ ୨୬,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ।
କ୍ରୋମା ଇନଫିନିଟି ରିଟେଲ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବାଶିଷ ରୟ କହିଛନ୍ତି ଯେ, “କ୍ରୋମାର ସାଧାରଣତନ୍ତ୍ର ଦିବସ ବିକ୍ରୟ ଆମ ଗ୍ରାହକମାନଙ୍କୁ ମନେ ରଖିବା ଯୋଗ୍ୟ ସଂଚୟ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଅଗ୍ରଣୀ ବ୍ୟାଙ୍କ ଏବଂ ଉପଭୋକ୍ତା ଫାଇନାନ୍ସ କମ୍ପାନିଙ୍କ ସହ ସ୍ୱତନ୍ତ୍ର ଅଫର ଏବଂ ଭାଗିଦାରୀ ସହିତ ଆମେ ସର୍ବୋଚ୍ଚ ମାନର ଇଲେକ୍ଟ୍ରୋନିକ୍ସ ଏବଂ ଉପକରଣଗୁଡ଼ିକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରିବାକୁ ଲକ୍ଷ୍ୟ ରଖିଛୁ। ଆପଣ ଷ୍ଟୋରରେ ସପିଂ କରୁଛନ୍ତି କିମ୍ବା ଅନଲାଇନରେ ସପିଂ କରୁଛନ୍ତି, ଆମର ଅନେକ ବିକଳ୍ପ ସମସ୍ତଙ୍କ ପାଇଁ କିଛି ନା କିଛି ସୁନିଶ୍ଚିତ କରୁଛି।’’
ଦେଶବ୍ୟାପୀ ୫୫୦ରୁ ଅଧିକ ଷ୍ଟୋର୍ ଏବଂ ଙ୍ଗଙ୍ଗଙ୍ଗ.ମକ୍ସକ୍ଟଜ୍ଞବ.ମକ୍ଟଜ୍ଞ ଅନଲାଇନ୍ ସପିଂ ଅଭିଜ୍ଞତା ସହିତ କ୍ରୋମା ସୁନିଶ୍ଚିତ କରୁଛି ଯେ ସମଗ୍ର ଭାରତରେ ଗ୍ରାହକମାନେ ଏହି ଅସାଧାରଣ ଡିଲ୍ ଉପଭୋଗ କରିପାରିବେ ଏବଂ ଏହି ସାଧାରଣତନ୍ତ୍ର ଦିବସ ସେଲ୍ ସମୟରେ ସେମାନଙ୍କ ଜୀବନଶୈଳୀକୁ ଉନ୍ନତ କରିପାରିବେ।
ଏହି ସଂଚୟଗୁଡିକର ସର୍ବାଧିକ ଲାଭ ଉଠାଇବାକୁ ଆପଣଙ୍କ ନିକଟସ୍ଥ କ୍ରୋମା ଷ୍ଟୋରକୁ ଯାଆନ୍ତୁ କିମ୍ବା ଅନଲାଇନ ଦୋକାନକୁ ଯାଆନ୍ତୁ। ନିଜ ମନପସନ୍ଦର ଇଲେକ୍ଟ୍ରୋନିକ୍ସ ଓ ଉପକରଣକୁ ଅତୁଳନୀୟ ମୂଲ୍ୟରେ ଘରକୁ ଆଣିବାର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ।
ନିୟମ ଓ ସର୍ତାବଳୀ ଲାଗୁ ହେବ। ଅଫରଗୁଡିକ ଜାନୁଆରୀ ୨୬, ୨୦୨୫ ପର୍ଯ୍ୟନ୍ତ ବୈଧ।


Share It

Comments are closed.