ନିକ୍ସଲପନ୍ଥୀଙ୍କର ବଡ ଆକ୍ରମଣ, ୧୬ ଯବାନ ସହିଦ


ମହାରାଷ୍ଟ୍ରର ‘ଗଢଚିରୋଲୀ’ରେ ନିକ୍ସଲପନ୍ଥୀମାନେ ଏକ ବଡ ଅଘଟଣ ଘଟାଇ ଦେଇଛନ୍ତି । ନିକ୍ସଲପନ୍ଥୀ ସେଠାରେ ଏକ ଭୟଙ୍କର ବୋମା ବିସ୍ପୋରଣ ଘଟାଇଛନ୍ତି, ଯେଉଁଥରେ ବିଏସଏଫର ୧୬ ଜଣ ସୈନ୍ୟଙ୍କ ସମେତ ଗାଡି ଚଳାଉଥିବା ଜଣେ ଡ୍ରାଇଭର ମଧ୍ୟ ସହିଦ ହୋଇଛନ୍ତି । ନକ୍ସଲପନ୍ଥୀମାନେ ସେହି ମାର୍ଗରେ ଯାଇଥିବା ସି-୬୦ କମାଣ୍ଡୋ ଟିମଙ୍କ ଉପରେ ଅତି ଅକର୍ତିତ ଭାବେ ବୋମା ବର୍ଷଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗଦୀ ନିମନ୍ତେ କାମନା ମଧ୍ୟ କରିଥିଲେ ।
ମିଳିଥିବା ସୂଚନା ମୁତାବକ ନିକ୍ସଲପନ୍ଥୀ, ସି୬୦ କମାଣ୍ଡୋଙ୍କ ଟିମ ଉପରେ କରଖେଡା-କୋରଚୀ ରୋଡ ଠାରେ ଆକର୍ତିତ ଭାବେ ବୋମା ବର୍ଷଣ କରିଥିଲେ । ଏହି ବୋମା ବିସ୍ପୋରଣରେ ୧୬ ଜଣ ଯବାନଙ୍କ ସମେତ ଜଣେ ଡ୍ରାଇଭର ମୃତ୍ୟବରଣ କରିଥିବାବେଳେ ଅନେକ ଲୋକ ଗୁରୁତର ଆହତ ମଧ୍ୟ ଅଛନ୍ତି ।


Share It

Comments are closed.