ଆଇଆଇଏମ୍ ସମ୍ବଲପୁର ପାଳନ କରିବାକୁ ଯାଉଛି ନବମ ବାର୍ଷିକ ସମାବତର୍ନ ଉତ୍ସବ
ସମ୍ବଲପୁର: ଭାରତର ଅନ୍ୟତମ ପ୍ରମୁଖ ମ୍ୟୋନଜେମଂଟ୍ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ଏହାର ନବମ ବାର୍ଷିକ ସମାବତର୍ନ ଉତ୍ସବ ଆସନ୍ତା ୧୯ ତାରିଖେର ଆଇଆଇଏମ୍ ସମ୍ବଲପୁର ପରିସରେର କୋଣାର୍କ ଅଡେିଟାରିୟମେର ଅନୁଷ୍ଠିତ ହେବାକୁ ଯାଉଛି। ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତି, ଅଧ୍ୟାପକ ଓ ଅତିଥିମାନଙ୍କ ଉପସ୍ଥିତେିର ଏମବିଏ (୨୦୨୩-୨୫), ଏକ୍ଜିକ୍ୟୁଟିଭ୍ ଏମ୍ ବିଏ (୨୦୨୨-୨୪), ଏମ୍ବିଏ ଫର୍ ୱାର୍କିଂ ପ୍ରେଫସନାଲ୍ (୨୦୨୩-୨୫) ଏବଂ ପିଏଚଡି ସ୍କଲରମୋନ ନିଜ ନିଜ ଡିଗ୍ରୀ ଗ୍ରହଣ କରିବା ଅବସରେର ଆଗାମୀ କାର୍ଯ୍ୟକ୍ରମେର ସମ୍ମାନିତ ଅତିଥିଙ୍କ ଉପସ୍ଥିତେିର ଶିକ୍ଷାଗତ ସଫଳତାକୁ ପାଳନ କରାଯିବ।
ସମାବତର୍ନ ଉତ୍ସବେର ମୁଖ୍ୟ ଅତିଥି ଭୋବ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରେମାଦ କୁମାର ମିଶ୍ର, ଆଇଆଇଏମ୍ ସମ୍ବଲପୁରର ବୋର୍ଡ ଅଫ୍ ଗଭଣ୍ଣର୍ସର୍ ଅଧକ୍ଷା ତଥା ସେଲ୍ସେଫାର୍ସ ଇଣ୍ଡିଆ ଓ ଦକ୍ଷିଣ ଏସିଆର ଅଧ୍ୟକ୍ଷ ତଥା ସିଇଓ ପଦ୍ମଶ୍ରୀ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ଏବଂ ସମ୍ମାନିତ ଅତିଥି ଭୋବ ବୋଷ୍ଟନ୍ କନସଲ୍ଟିଂ ଗ୍ରୁପର ପରିଚାଳନା ନେିଦ୍ଦର୍ଶକ ଆଶିଷ ଗର୍ଗ ଯୋଗେଦେବ।
ଏହି ସମାବତର୍ନ ସମୋରାହ ଅନୁଷ୍ଠାନର ଶୈକ୍ଷିକ ଉତ୍କଷର୍ତା ଯାତ୍ରୋର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସୃଷ୍ଟି କରିବ, ଯେଉଁଥିରେ ଚଳିତ ବର୍ଷ ୩୧୩ ଜଣ ଏମବିଏ ଛାତ୍ର, ୩୮ ଜଣ ଏକଜିକ୍ୟୁଟିଭ୍ ଏମବିଏ ଛାତ୍ର, ୧୦ ଜଣ ଏମବିଏ ଫର ୱାର୍କିଂ ପ୍ରେଫସନାଲ ଏବଂ ୬ ଜଣ ପିଏଚଡି ସ୍କଲାର ସାମିଲ ଅଛନ୍ତି । ଏହାବ୍ୟତୀତ ଏହି ଅବସରେର ଏକ ପୁରସ୍କାର ସମୋରାହ ଅନୁଷ୍ଠିତ ହେବ ଯେଉଁଥେôର ଉତ୍କୃଷ୍ଟ ଶିକ୍ଷାଗତ ଉତ୍କଷର୍ତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ନିଜ ନିଜ ପାଠ୍ୟକ୍ରମ ଅନୁଯାୟୀ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ ।
Comments are closed.